ଓଡ଼ିଶାରେ ଖୁବ ଶୀଘ୍ର ଆରମ୍ଭ ହେବ ଜନ ଗଣନା...

Jan 20, 2026 - 21:39
Jan 20, 2026 - 21:39
 7
ଓଡ଼ିଶାରେ ଖୁବ ଶୀଘ୍ର ଆରମ୍ଭ ହେବ ଜନ ଗଣନା...

ଓଡ଼ିଶାରେ ଖୁବ ଶୀଘ୍ର ଆରମ୍ଭ ହେବ ଜନ ଗଣନା...

ଓଡ଼ିଶାରେ ଏପ୍ରିଲ ୧୬ରୁ ଆରମ୍ଭ ହେବ ଜନଗଣନା

ମେ' ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ ଜନଗଣନା।

ଜନଗଣନା ନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି।

ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବପତ୍ର ଗଣନା ହେବ।

ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ଯାଇ ହେବ ଜନଗଣନା। 

୨୦୨୭ ଫେବ୍ରୁଆରୀରୁ ଦ୍ଵିତୀୟ ପର୍ଯ୍ୟାୟରେ ଜନଗଣନା ହେବ।