ଓଡ଼ିଶା ସରକାର ଏବଂ “ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ” ମଧ୍ଯରେ ବୈଷୟିକ ସହାୟତା ବୁଝାମଣା ପତ୍ର ସ୍ବାକ୍ଷରିତ

Dec 6, 2025 - 15:11
 12
ଓଡ଼ିଶା ସରକାର ଏବଂ “ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ” ମଧ୍ଯରେ ବୈଷୟିକ ସହାୟତା ବୁଝାମଣା ପତ୍ର ସ୍ବାକ୍ଷରିତ

ପ୍ରବାସୀ ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏବଂ “ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ” ମଧ୍ଯରେ ବୈଷୟିକ ସହାୟତା ବୁଝାମଣା ପତ୍ର ସ୍ବାକ୍ଷରିତ

ପ୍ରବାସୀ ଶ୍ରମିବ ଶ୍ରମିକ ଓ ସେମାନଙ୍କ ପରିବାରଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ପହଞ୍ଚକୁ ସୁଦୃଢ କରିବା ନିମନ୍ତେ ନ୍ତେ ଓଡ଼ିଶା ସରକାର ଏବଂ ମିଳିତ ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ( ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ୍) ମଧ୍ଯରେ ଏକ ବୈଷୟିକ ସହାୟତା ଚୁକ୍ତି ଗତକାଲି ଗୁରୁବାର ଲୋକସେବା ଭବନରେ ସ୍ବାକ୍ଷରିତ ହୋଇଯାଇଛି । ଏହି ଭାଗୀଦାରିର ଉଦ୍ଦେଶ୍ୟ ହେଉଛି-ଶ୍ରମିକ ପରିବାରମାନେ ରାଜ୍ୟ ଭିତରେ ଯେଉଁ ସ୍ଥାନକୁ ଶ୍ରମ ବା କାର୍ଯ୍ୟ ଉଦ୍ଦେଶ୍ୟରେ ଯାଉଛନ୍ତି, ସେଠାରେ ସେମାନଙ୍କର ଖାଦ୍ୟ, ସ୍ବାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶ୍ରମଭିଭିକ ଯୋଜନାରେ ଥ୍ବା ସୁବିଧା ଭଳି ଆବଶ୍ୟକୀୟ ସେବା ନିରନ୍ତରତାକୁ ସୁନିଶ୍ଚିତ କରିବା ।

ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ଓଡ଼ିଶା ସରକାର ପକ୍ଷରୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ ଏବଂ ୱାର୍ଚ୍ଚ ଫୁଡ୍ ପ୍ରୋଗ୍ରାମର ପ୍ରତିନିଧ୍ ତଥା ଦେଶ ପ୍ରତିନିଧ୍ (କଣ୍ଟ୍ରି ଡିରେକ୍ଟର), ଭାରତ ଏଲିଜାବେଥ ଫୋର ଏହି ବୁଝାମଣା ପତ୍ରରେ ସ୍ବାକ୍ଷର କରିଥିଲେ । କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ଏବଂ ଯୋଜନା ଓ ସଂଯୋଜନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଶ୍ରମ ବିଭାଗ ସଚିବ ଶ୍ରୀମତ ମତୀ ଆରୁମୁଗମ କହିଥିଲେ ଯେ, ରାଜ୍ୟ ସରକାର ବିଭିନ୍ନ ଯୋଜନାରେ କିପରି ସୁବିଧାରେ ଜନସାଧାରଣଙ୍କୁ ସେବା ପ୍ରଦାନ ସୁନିଶ୍ଚିତ କରାଯାଇପାରିବ, ସେଥ୍‌ପାଇଁ ଡି ଡିଜିଟାଲ୍ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା କରିବା ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ଜିଲ୍ଲା ସୀମା ବଦଳିଲେ ମଧ୍ଯ ଜଣେ ଶିଶୁର ପୋ ଘାଷଣ ଓ ସେମାନଙ୍କ ପାଇଁ ପା ଅତ୍ୟାବଶ୍ୟକ ସେବା ଯେପରି ବାଧାପ୍ରାପ୍ତ ନହେଉ, ପ୍ରତ୍ୟେକ ପ୍ରବାସୀ ପରିବାର ଯେଉଁଠି ଥ୍ଲେ ବି, ସେଠାରେ ଯେପରି ଏକ ଭରସାଯୋଗ୍ୟ ସମାଜିକ ସୁ ସୁରକ୍ଷା ବଳଯ ବଳୟ ଭିତରେ ରହି ସୁବିଧା ବିଧା ପାଇପାରିବେ ସେଥ୍‌ପାଇଁ ଏହି ବୈଷୟିକ ବୁଝାମଣା ସହାୟତା ଦେବ ।

ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର କଣ୍ଟ୍ରି ଡିରେକ୍ଟର କହିଥିଲେ ଯେ ଓଡ଼ିଶାର ଦୃଢ ସର ରକାରୀ ନେତୃତ୍ବ ଓ ଡବ୍ଲ୍ୟୁଏଫପି ର ର ପ୍ରଯୌକ୍ତିକ ଦକ୍ଷତାକୌଶଳ ଏବଂ ସୃଜନଶୀଳତା ଦ୍ବାରା ଆମେ ବିଶେଷ କରି ପୋଷଣଭିଭିକ ସାମାଜିକ ସୁରକ୍ଷା ବଳୟକୁ ସୁଦୃଢ କରିପାରିବୁ, ଯାହା ଫଳରେ ପ୍ରବାସ ବାସୀ ମହିଳା, ଳା, ପୁରୁଷ ଓ ଶିଶୁମାନେ ଯେଉଁଠି ଥ୍‌ଲେ ବି, ସେଠାରେ ଖାଦ୍ୟ ଓ ଅତ୍ୟାବଶ୍ୟକ ସେବା ପାଇପାରିବେ ।

ଏହି ସହଯୋଗର କେନ୍ଦ୍ରବିନ୍ଦୁ ହେଉଛି, ପ୍ରବାସୀ ପରିବାରଙ୍କ ଚିହ୍ନଟ କରି ସରକାରୀ ବ୍ୟବସ୍ଥାରେ ସେମାନଙ୍କୁ ସୁଲଭ ଖାଉଟି ସାମଗ୍ରୀ ଯୋଗାଣ, ପିଏମ୍ ପୋଷଣ, ।ଣ, ସମନ୍ବିତ ଶିଶୁ ବିକାଶ ଯୋଜନା, ବିଦ୍ୟାଳୟରେ ଶିଶୁମାନଙ୍କୁ ନଙ୍କୁ ପଞ୍ଜୀକରଣ, ଟିକାକରଣ, ସ୍ବାସ୍ଥ୍ୟ ସେବା ଏବଂ ଶ୍ରମ ସୁବିଧା ଭଳି ବିଭିନ୍ନ ଯୋଜନାର ସୁବିଧା ସୁନିଶ୍ଚିତ କରିବା ପାଇଁ ଏକ ସମନ୍ବିତ ଡିଜିଟାଲ୍ ପ୍ଲାଟ ପ୍ଲାଟଫର୍ମ ବିକଶିତ କରିବା । ଏହା ଫଳରେ ମଲ୍ଟି-ମୋଡାଲ୍ ଆଲର୍ଟ, ନ୍ୟାଶବୋର୍ଡ ଏବଂ ଡାଟା ବିଶ୍ଲେଷଣ ଷଣ ମାଧ୍ଯମରେ ଯଥା ସମୟରେ ସେବା ପ୍ରଦାନ ନିଶ୍ଚିତ ଲିବାରେ ଅଧିକାରୀମାନଙ୍କୁ ସହାୟତା ମିଳିବ । ଏ ଏଥ୍ ସହିତ ଜନ ସଚେତନତା ଅଭିଯାନ ସହ ଏକ ଲଣ୍ଡିଂ ମ୍ୟାନେଜମେଣ୍ଟ ସି କ୍ଷମତା ମେଣ୍ଟ ସିଷ୍ଟମର ବ ବ୍ୟବସ୍ଥା କରାଯିବ, ଯଦ୍ବାଗ ରା ଏ କ୍ଷେତ୍ରରେ କାର୍ଯ୍ୟକରୁଥିବା ଆଗଧାଡ଼ିର କର୍ମୀମାନଙ୍କ । ବୃଦ୍ଧି ଘଟିବ ।

ଅବଦାନ ଭାରତରେ ପ୍ରାୟ ୧୦ କୋଟି ପ୍ରବାସୀମାନେ ଜାତୀୟ ମୋଟ ଘରୋଇ ଉତ୍ପାଦର ପ୍ରାୟ ୧୦% ରଖୁଥିବା ବେଳେ, ବେଳେ, ଏହି ପ୍ରୟାସ ୟାସ ଓଡ଼ିଶାରେ ସମାଜିକ ସୁରକ୍ଷା ସୁନିଶ୍ଚିତ କରିବାରେ ଆବଶ୍ୟକତାକୁ ପୂରଣ କରିବାରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ହୋଇଛି ।

ଏହା ପାଇଲଟ୍ ପ୍ରକଳ୍ପ ଭାବେ ପ୍ରଥମେ କାର୍ଯ୍ୟକାରୀ ହେବ, ଯାହା ରବର୍ତ୍ତୀ ସମୟରେ ସାଧନ ଦିଗରେ ସହାୟତା ପ୍ରଦାନ କରିବ । ଖୋର୍ଦ୍ଧା ଜିଲ୍ଲାରେ ଏକ ସଂପ୍ରସାରଣକ୍ଷମ ମଡେଲ ଭାବେ ଓଡ଼ିଶାରେ ସାମାଜିକ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ଲକ୍ଷ୍ୟ