ଓଡିଶା ଗସ୍ତରେ ରାଷ୍ଟ୍ରର ଉପରାଷ୍ଟ୍ରପତି...

Nov 13, 2026 - 15:32
 3
ଓଡିଶା ଗସ୍ତରେ ରାଷ୍ଟ୍ରର ଉପରାଷ୍ଟ୍ରପତି...

ଓଡିଶା ଗସ୍ତରେ ରାଷ୍ଟ୍ରର ଉପରାଷ୍ଟ୍ରପତି...

୧୬ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି

ସକାଳ ୯ଟା ୧୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ

ଭୁବନେଶ୍ୱର ଓ କଟକରେ ଆୟୋଜିତ ୨ଟି କାର୍ଯ୍ୟକ୍ରମରେ ଯୋଗଦେବେ

ବିଧାନସଭା ସଦସ୍ୟଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିବେ

୧୦ଟାରୁ ୧୧ଟା ୧୫ ପର୍ଯ୍ୟନ୍ତ ଚାଲିବ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ସକାଳ ୧୧ଟା ୨୫ର

ଭୁବନେଶ୍ୱରରୁ ସଡ଼କ ପଥରେ କଟକ ବାହାରିବେ 

ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ନୂତନ ଆଇକନିକ୍ ଟାୱାର ଉଦ୍‌ଘାଟନ କରିବେ

ଅପରାହ୍ନ ୨ଟା ୫ରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିବେ