କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫାରେ ନବୀନ ସହମତ...

Jul 22, 2026 - 10:34
 6
କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫାରେ ନବୀନ ସହମତ...

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ

ଦିଲ୍ଲୀ ଗସ୍ତରେ ଦଳୀୟ ସାଂସଦ ସହ ଆଲୋଚନା ପରେ ରଖିଲେ ପ୍ରତିକ୍ରିୟା

ଦିଲ୍ଲୀର ଘଟଣାବଳୀ ନେଇ ଦଳୀୟ ସାଂସଦଙ୍କ ସହ ଆଲୋଚନା କରିଛି’

‘ପରିସ୍ଥିତି ଗମ୍ଭୀର ରହିଛି, ମେଡିକାଲ୍‌ରେ ଆହତ ଛାତ୍ରଙ୍କୁ ସାଂସଦ ଭେଟିଛନ୍ତି’

ବର୍ତ୍ତମାନ ସ୍ଥିତିରେ ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଉଚିତ- ନବୀନ

ନବୀନଙ୍କ ଦାବି ନେଇ ପ୍ରତିପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି’