ବିଶିଷ୍ଟ ସମାଜ ସେବୀକା ନାରୀ ନେତ୍ରୀ ସନ୍ଧ୍ୟା ବିଶ୍ବାଳ ଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି...

Sep 18, 2026 - 16:49
 3
ବିଶିଷ୍ଟ ସମାଜ ସେବୀକା ନାରୀ ନେତ୍ରୀ ସନ୍ଧ୍ୟା ବିଶ୍ବାଳ ଙ୍କ  ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି...

ଶ୍ରୀମତୀ ବିଶ୍ୱାଳ ଜଣେ ଉଚ୍ଚକୋଟୀର ମହିୟସୀ ମହିଳା ଅତ୍ୟନ୍ତ ମିଷ୍ଟଭାଷୀ,ମେଳାପି,

ପରୋପକାରୀ ,ଦକ୍ଷ ସଂଗଠିକା , ବିଶିଷ୍ଟ ସମାଜସେବୀକା ଥିଲେ। 

ବିଜେଡି ମହିଳାମୋର୍ଚ୍ଚାର ବରିଷ୍ଠ ଉପସଭାନେତ୍ରୀ ହିସାବରେ ସମାଜରେ ବିଭିନ୍ନ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମ କରି ବହୁ ସୁନାମ ଅର୍ଜ୍ଜନ କରିଛନ୍ତି । ତାଙ୍କର ଅମାୟିକ ବ୍ୟବହାର ଓ ସୁନ୍ଦର କଥାବାର୍ତ୍ତା ସମସ୍ତଙ୍କର ହୃଦୟସ୍ପର୍ଶି ଥିଲା।  

ସ୍ୱର୍ଗତ ସନ୍ଧ୍ୟା ବିଶ୍ବାଳ ଙ୍କ ବିୟୋଗରେ, ସତ୍ୟମ୍ ସୁନ୍ଦରମ୍ ପତ୍ରିକା ଉପଡେଷ୍ଟା ଆଇନଜୀବୀ ଶ୍ରୀ ସରୋଜ ମିଶ୍ର, 

ବରିଷ୍ଠ ନାରୀନେତ୍ରୀ ରଶ୍ମୀ ମହାପାତ୍ର, 

ସତ୍ୟମ୍ ସିବମ ସୁନ୍ଦରମ୍ ପତ୍ରିକା ପ୍ରକାଶନ ପରିବାର ମୁଖ୍ୟ ସମ୍ପାଦକ, କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍ ସଭାପତି ଓ ଓଁକାର ନାଥ ମିଶନ ଭୁବନେଶ୍ୱର ଅଧ୍ୟକ୍ଷ ଇଂଜିନିୟର ଜିତେନ କୁମାର ରାଉତରାୟ 

ସମାଜ ଆଇନା ସଂମ୍ପାଦକ ଶ୍ରୀ ମନୋଜ ସେଠ,

ପ୍ରସିଦ୍ଧ ଡାକ୍ତର ଦୀନବନ୍ଧୁ ମହାରଣା, 

ବିଶିଷ୍ଟ ସମାଜସେବୀ ଶ୍ରୀ ସମରେନ୍ଦ୍ର ସାହୁ,

ପ୍ରଫେସର କାର୍ତ୍ତୀକ ଚନ୍ଦ୍ର ପୃଷ୍ଟି, ଏକାମ୍ର ଆର୍ମୀ ସଭାପତି ତଥା ବିଶିଷ୍ଟ ସମାଜସେବୀ କର୍ପୋରେଟର ଶ୍ରୀ ବିରଞ୍ଚି ନାରାୟଣ ମହସୂପକାର, 

ପ୍ରାକ୍ତନ ରାଜ୍ୟ ଯୁବବିଜେଡି ସଭାପତି ଶ୍ରଯୁକ୍ତ ଅମରେଶ ପତ୍ରୀ, ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ସେହି ମହାନ୍ ଆତ୍ମାର ସଦଗତି କାମନା କରି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଓଁଶାନ୍ତି ????