ଗୁଜରାଟର କେଭାଡିଆରେ ଥାରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଦେଶକୁ ସମ୍ବୋଧୂତ କଲେ ପ୍ରଧାନମନ୍ତ୍ରୀ

Nov 1, 2025 - 11:32
 6
ଗୁଜରାଟର କେଭାଡିଆରେ ଥାରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଦେଶକୁ ସମ୍ବୋଧୂତ କଲେ ପ୍ରଧାନମନ୍ତ୍ରୀ

ରାଷ୍ଟ୍ରୀୟ ଏକତା ଦିବସରେ ଦେଶକୁ ପ୍ରଧାନମନ୍ତ୍ରୀଙ୍କ ସ ସମ୍ବୋଧନ : ଭାରତର ର ସୁରକ୍ଷା କିମ୍ବା ଲୌହ ମାନବଙ୍କ ଆତ୍ମସମ୍ମାନ ସହି ସହିତ ଦେଶ ସାଲିସ କରିବ ନାହି

ଗୁଜରାଟର କେଭାଡିଆରେ ଥାରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଦେଶକୁ ସମ୍ବୋଧୂତ କଲେ ପ୍ରଧାନମନ୍ତ୍ରୀ

ଧୀନତା ପରେ, ସର୍ଦ୍ଦାର ପଟେଲ ୫୫୦ ରୁ ଅଧୂକ ଗଡ଼ଜାତ ରାଜ୍ୟକୁ ଏକତ୍ର କରିବା ଭଳି ଅସମ୍ଭବ ମନେ ହେଉଥ‌ିବା କାର୍ଯ୍ୟକୁ ସଫଳ କରିଥିଲେ ; ତାଙ୍କ ପାଇଁ, 'ଏକ ଭାରତ, ଶ୍ରେଷ୍ଠ ଭାରତ'ର ଦୃଷ୍ଟିକୋଣ ସର୍ବୋପରି ଥୂଲା : ପ୍ରଧାନମନ୍ତ୍ରୀ

ଆମ ଦେଶର ଏକତାକୁ ଦୁର୍ବଳ କରୁଥିବା ପ୍ରତ୍ୟେକ ଚିନ୍ତାଧାରା କିମ୍ବା କାର୍ଯ୍ୟକୁ ପ୍ରତ୍ୟେକ ନାଗରିକ ପରିହାର କରିବା ଉଚିତ, ଏହା ଆମ ଦେଶର ଆବଶ୍ୟକତା : ପ୍ରଧାନମନ୍ତ୍ରୀ

ଏହା ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଭାରତ, ଏହା କେବେ ବି ଏହାର ସୁରକ୍ଷା କିମ୍ବା ଆତ୍ମସମ୍ମାନ ସହିତ ସାଲିସ କରିବ ନାହିଁ : ପ୍ରଧାନମନ୍ତ୍ରୀ

୨୦୧୪ ଠାରୁ, ଆମର ସରକାର ନକ୍ସଲବାଦ ଏବଂ ମାଓବାଦୀ ଆତଙ୍କବାଦ ଉପରେ ଏକ ନିର୍ଣ୍ଣାୟକ ଏବଂ ଶକ୍ତିଶାଳୀ ଆଘାତ ଦେଇଛନ୍ତି : ପ୍ରଧାନମନ୍ତ୍ରୀ

ରାଷ୍ଟ୍ରୀୟ ଏକତା ଦିବସରେ, ଆମର ସଂକଳ୍ପ ହେଉଛି ଭାରତରେ ରହୁଥ‌ିବା ପ୍ରତ୍ୟେକ ଅନୁପ୍ରବେଶକାରୀ ହଟାଇବା : ପ୍ରଧାନମନ୍ତ୍ରୀ

ଆଜି , ଦେଶ ଏକ ଉପନିବେଶବାଦୀ ମାନସିକତାର ପ୍ରତ୍ୟେକ ଚିହ୍ନକୁ ହଟାଇ ଦେଉଛି : ପ୍ରଧାନମନ୍ତ୍ରୀ ଦେଶ ପାଇଁ ନିଜ ଜୀବନ ବଳିଦାନ ଦେଇଥ‌ିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରି, ଆମେ 'ରାଷ୍ଟ୍ର ପ୍ରଥମ' ର ଭାବନାକୁ ମଜବୁତ କରୁଛୁ : ପ୍ରଧାନମନ୍ତ୍ରୀ

ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ, ଆମକୁ ଦେଶର ଏକତାକୁ ଦୁର୍ବଳ କରିବାକୁ ଚାହୁଁଥ‌ିବା ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ବିଫଳ କରିବାକୁ ପଡିବ : ପ୍ରଧାନମନ୍ତ୍ରୀ

ଭାରତର ଏକ ଏକତାର ଚାରୋଟି ସ୍ତମ୍ଭ ହେଉଛି ସାଂସ୍କୃତିକ ଏକତା, ଭାଷାଗତ ଏକତା, ଅନୁର୍ଭୁକ୍ତି ବିକାଶ ଏବଂ ସଂଯୋଗ ମାଧ୍ୟମରେ ହୃଦୟର ସଂଯୋଗ : ପ୍ରଧାନମନ୍ତ୍ରୀ

ମା ଭାରତୀଙ୍କ ପ୍ରତି ଭକ୍ତି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସର୍ବୋଚ୍ଚ ଆରାଧନା : ପ୍ରଧାନମନ୍ତ୍ରୀ