ଗୁଜରାଟର ସାନନ୍ଦଠାରେ କେନ୍ସ ସେମିକଣ୍ଡକ୍ଟର ପ୍ଲାଣ୍ଟର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ଗୁଜରାଟର ସାନନ୍ଦଠାରେ କେନ୍ସ ସେମିକଣ୍ଡକ୍ଟର ପ୍ଲାଣ୍ଟର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
କେନ୍ସ ସେମିକନ୍ ପ୍ଲାଣ୍ଟର ଉଦଘାଟନ ଭାରତର ଆତ୍ମନିର୍ଭରଶୀଳତା ଦିଗରେ ପ୍ରୟାସକୁ ମଜବୁତ କରୁଛି; ଏହା ଦୃଢ଼ ସେମିକଣ୍ଡକ୍ଟର ଇକୋସିଷ୍ଟମ ନିର୍ମାଣରେ ଏକ ଐତିହାସିକ ପଦକ୍ଷେପ : ପ୍ରଧାନମନ୍ତ୍ରୀ
ଭାରତ ବିଶ୍ବ ବଜାରରେ ଏକ ନିର୍ଭରଯୋଗ୍ୟ ସେମିକଣ୍ଡକ୍ଟର ଯୋଗାଣକାରୀ ଭାବେ ନିଜର ଭୂମିକାକୁ ସୁଦୃଢ କରୁଛି :
ପ୍ରଧାନମନ୍ତ୍ରୀ
୨୦୨୧ ମସିହାରେ, ଭାରତ ସେମିକଣ୍ଡକ୍ଟର ମିଶନ ଆରମ୍ଭ ହୋଇଥୁଲା ; ଏହି ମିଶନ କେବଳ ଏକ ଶିଳ୍ପ ନୀତି ନୁହେଁ ବରଂ ଭାରତର ଆତ୍ମବିଶ୍ବାସର ଘୋଷଣା : ପ୍ରଧାନମନ୍ତ୍ରୀ
ଏକବିଂଶ ଶତାବ୍ଦୀର ଏହି ସମୟ କେବଳ ଅର୍ଥନୈତିକ ପ୍ରତିଯୋଗିତାର ସମୟ ନୁହେଁ, ଏହା ଭବିଷ୍ୟତର ଟେକ୍ନୋଲୋଜି ପରିଦୃଶ୍ୟକୁ ଗଢ଼ିବାର ସମୟ : ପ୍ରଧାନମନ୍ତ୍ରୀ
ଏହି ଦଶକରେ ଭାରତ ଯେଉଁ ପ୍ରଯୁକ୍ତି ପଦକ୍ଷେପ ନେଉଛି ତାହା ଆଗାମୀ ଦଶକ ଗୁଡିକରେ ଏହାର ନେତୃତ୍ୱକୁ ସୁଦୃଢ
କରିବ : ପ୍ରଧାନମନ୍ତ୍ରୀ
ଏକବିଂଶ ଶତାବ୍ଦୀର ଭାରତ କେବଳ ପରିବର୍ତ୍ତନର ସାକ୍ଷୀ ନୁହେଁ, ବରଂ ସେହି ପରିବର୍ତ୍ତନର ନେତୃତ୍ବ ସହିତ ଆଗକୁ ବଢ଼ୁଛି : ପ୍ରଧାନମନ୍ତ୍ରୀ ନେବାର ସଂକଳ୍ପ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସାନନ୍ଦଠାରେ କେନ୍ସ ଟେକ୍ନୋଲୋଜି ସେମିକ ସମିକଣ୍ଡକ୍ଟର ପ୍ଲାଣ୍ଟକୁ ଉଦ୍ଘାଟନ କରି କାରଖାନାରେ ଉତ୍ପାଦନର ଶୁଭାରମ୍ଭ କରିଛନ୍ତି। ଫେବୃଆରୀ ୨୮ ତାରିଖରେ ମାଇକ୍ରୋନ୍ ପ୍ଲାଣ୍ଟରେ ଉତ୍ପାଦନ ଆରମ୍ଭସମୟରେ ସେ ସାନନ୍ଦରେ ଉପସ୍ଥିତ ଥିଲେ। ଠିକ୍ ଗୋଟିଏ ମାସ ପରେ ସେ ଏହି ସ୍ଥାନକୁ କେନ୍ସ ହାସଲ କରିଥିବା ଏହି ଗୁରୁତ୍ବପୂର୍ଣ ସଫଳତା ପାଇଁ ପୁନର୍ବାର ଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅବସରରେ ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ, "ଏହା କେବଳ ଏକ ସଂଯୋଗ ନୁହେଁ, ବରଂ ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ।ସିଷ୍ଟମ୍ କେତେ ଦ୍ରୁତ ଗତିରେ ବିକଶିତ ହେଉଛି, ଏହା ତାହାର ପ୍ରମାଣ।”
କେନ୍ସ ଟେକ୍ନୋଲୋଜିର ନେତୃତ୍ୱ, ଗୁଜରାଟ ସରକାର ଏବଂ ପ୍ଲାଣ୍ଡର ସମସ୍ତ କର୍ମଚାରୀଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ । ଏକ ଭାରତୀୟ କମ୍ପାନୀ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନ କ୍ଷେତ୍ରରେ ପ୍ରବେଶ କରିଥିବାରୁ ଚାରୁ ସେ ଗର୍ବ ଅନୁଭବ କରୁଛନ୍ତି ବୋଲି ଉଲ୍ଲେଖ କରିଥିଲେ। କେନ୍ସ ଏବେ ବିଶ୍ବ ସେମିକଣ୍ଡକ୍ଟର ଯୋଗାଣ ଶୃ ଶୃଙ୍ଖଳର ଅଂଶ ପାଲଟିଛି। "ଏହା ଏକ ଚମତ୍କାର ଆରମ୍ଭ। ଆଗାମୀ ଦିନରେ, ବିଶ୍ବ ସହଯୋଗ ମାଧ୍ୟମରେ ଅନେକ ଭାରତୀୟ କମ୍ପାନୀ ବିଶ୍ବକୁ ବିଶ୍ବକୁ ଏକ ନିରନ୍ଧର ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳ ପ୍ରଦାନ କରିବେ।"
ପ୍ରତିପାଦିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ପାୱାର ମଡ୍ୟୁଲ୍ ଯୋଗାଣ ସହିତ ଏହାର କରିଥିଲେ ଲେ ଯେ ସାନନ୍ଦ ଏବଂ ସିଲିକନ୍ ଭ୍ୟାଲି ସାନନ୍ଦ ଦରେ ନିର୍ମିତ ମଡ୍ୟୁଲ୍ ଆମେ ॥ମେରିକୀୟ ଆଜିର ଏହି ସଫଳତା ପ୍ରକୃତରେ 'ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ସ' ମନ୍ତ୍ରକୁ ପ୍ରତି କହିଥିଲେ। ଏହି ପ୍ଲାଣ୍ଡ କାଲିଫର୍ନିଆସ୍ଥିତ ଏକ କମ୍ପାନୀକୁ ଇଣ୍ଟେଲିଜେଣ୍ଡ ଉତ୍ପାଦନର ଏକ ବଡ଼ ଅଂଶ ରପ୍ତାନି ପାଇଁ ବୁକ୍ ହୋଇସାରିଛି। ସେ ଉଲ୍ଲେଖ ମଧ୍ଯରେ ରେ ପ୍ରଭାବଶାଳୀ ଭାବରେ ଏକ ନୂତନ ସେତୁ ନିର୍ମାଣ କରାଯାଇଛି କମ୍ପାନୀଗୁଡ଼ିକ ପାଖରେ ପହଞ୍ଚିବ ଏବଂ ସେଠାରୁ ସମଗ୍ର ବିଶ୍ବକୁ ଶକ୍ତି ପ୍ରଦାନ କରିବ।
ଏହି ପ୍ଲାଣ୍ଟରେ ନିର୍ମିତ ଇଣ୍ଟେଲିଜେଣ୍ଟ ପାୱାର ମଡ୍ୟୁଲର ରଣନୈତିକ ଗୁରୁତ୍ବ ଉପରେ ଆଲୋକପାତ ପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହା ଭାରତ ଏବଂ ବିଶ୍ବ ସ୍ମରରେ ବୈଦ୍ୟୁତିକ ଯାନ ଇକୋସିଷ୍ଟମ ଏବଂ ଭାରୀ ଶିଳ୍ପକୁ ମଜବୁତ ବୁତ କରିବ। ଏପରି
* କରାଯାଇଛି। ତୃତୀୟ ଗ୍ୟାଲେରୀରେ ତୀର୍ଥଙ୍କରଙ୍କ କାହାଣୀ ଏବଂ ଶିକ୍ଷାକୁ କଳାତ୍ମକ ମୂକ ଭାବରେ ଉପସ୍ଥାପନ କରାଯାଇଛି। ବେଳେ ଜ୍ଞାନ ସମ୍ୟକ୍, ଧାର୍ମିକ ହୋଇଥାଏ, ଏହା ସମତା ଏବଂ ସେବାର ମୂଳଦୁଆ ହୋଇଯାଏ ଯାଏ," ବୋଲି ପ୍ରଧାନମନ୍ତ୍ରୀ ମୋଦୀ
କ୍ଷେତ୍ରକୁ ମଧ୍ଯ ମହିମାମୟ ଭାବରେ ରେ ଏକତା ଉପରେ ଆଲୋକପାତ କରିଛନ୍ତି। ରମ୍ପରାକୁ ଏକ ଇନ୍ଦ୍ରଧନୁ ପରି ଏକତ୍ର ଉପସ୍ଥାପନ ଳୟ ଜୈନ ଐତିହ୍ୟ ସହିତ ଭାରତର ଅନ୍ୟାନ୍ୟ ଧାର୍ମିକ ପରମ୍ପରା, ବୈଦିକ, ବୌଦ୍ଧ ଓ ଅନ୍ୟାନ୍ୟ କ୍ଷେ ତୃ କରୁଛି। ପ୍ରଧାନମନ୍ତ୍ରୀ ଭାରତର ସର୍ବୋତ୍ତମ ଶକ୍ତି: ଏହାର ବିବିଧତା ଓ ଭିନ୍ନତା ମଧ୍ଯରେ 3 Í ଏବଂ ସମ୍ପ୍ରଦାୟ ନାମରେ ସଂଘର୍ଷ ଦେଖୁଛି, କିନ୍ତୁ ଏହି ସଂଗ୍ରହାଳୟ ସମସ୍ତ ପରମ୍ପରାକୁ ବେଦ, ପୁରାଣ, ଆୟୁର୍ବେଦ, ଯୋଗ ଏବଂ ଦର୍ଶନ ସମନ୍ବୟରେ ପାଖାପାଖୂ ଠିଆ ହୋଇଛି ଇଛି। "ଏହା କେବଳ ଭାରତରେ ହିଁ ସମ୍ଭବ ରେ," ବୋଲି ସେ ଦୃଢ଼ ଭାବରେ କହିଛନ୍ତି।
ବର୍ତ୍ତମାନ ଚାଲିଥିବା ଅସ୍ଥିରତା ଓ ଅଶାନୁ ବାତାବରଣକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସଂଗ୍ରହାଳୟରେ ଥିବା ଐତିହ୍ୟ କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ମାନବଜାର୍ତି ପାଇଁ ଗଭୀର ଗୁରୁତ୍ବ ବହନ ହନ କରୁଛି। ସେ ଆଶା ପ୍ରକାଶ କରିଛନ୍ତି ଯେ, ବିଶ୍ବର ସ୍ଥାନରୁ ଜିଜ୍ଞାସୁ ପରିଦର୍ଶକ, ଛାତ୍ର ଓ ଗବେଷକଙ୍କ ସଂଖ୍ୟା ବୃଦ୍ଧି ପାଇବ। ବ। "ଏଠାକୁ ଆସୁଥିବା ଲୋକମାନେ ଭାରତ ଓ ଜୈନ ଧର୍ମର ବିଶ୍ବର ପ୍ରତ୍ୟେକ କୋଣରେ ପହଞ୍ଚାଇବା ଉଚିତ," ବୋଲି ଶ୍ରୀ ମୋଦୀ ଆହ୍ବାନ କରିଛନ୍ତି।
ମନ୍ତ୍ରୀ ସ୍ମରଣ କରିଛନ୍ତି ଯେ, ଭାରତର ପ୍ରାଚୀନ ବିଶ୍ବବିଦ୍ୟାଳୟ ଯେପରିକି ତକ୍ଷଶିଳା ଓ ନାଳନ୍ଦାରେ ସେତେବେଳେ ଲକ୍ଷ ଲକ୍ଷ ରେ ପାଣ୍ଡୁଲିପି ପରିପୂର୍ଣ୍ଣ ଥିଲା, ଯାହାକୁ ବିଦେଶୀ ଆକ୍ରମଣକାରୀଙ୍କ ଦ୍ବାରା ଧ ଧାର୍ମିକ ସଂକୀର୍ଣ୍ଣତା ଦ୍ବାରା ନଷ୍ଟ କରାଯାଇଥିଲା। ସେ ଯେ, ସେହି କଷ୍ଟକର ସମୟରେ ସାଧାରଣ ଲୋକମାନେ ପିଢ଼ି ପ ପରେ ପିଢ଼ି ଅବଶିଷ୍ଟ ପାଣ୍ଡୁଲିପିଗୁଡ଼ିକୁ ସଂରକ୍ଷଣ କରୁଥିଲେ। ତ ପ୍ରଧାନମନ୍ତ୍ରୀ ଆଚାର୍ଯ୍ୟ ଭଗବନ୍ଧୁ ଶ୍ରୀପଦ୍ମସାଗର ସୁରିଶ୍ବରଜୀ ମହାରାଜ ସାହେ ସାହେବଙ୍କ ଅସାଧାରଣ ସମର୍ପଣକୁ ପ୍ରଶଂସା କରିଛନ୍ତି, ୬୦ ବର୍ଷ ଧରି ଗାଁରୁ ଗାଁ ଓ ସହରରୁ ସହରକୁ ଯାଇ ସମଗ୍ର ଦେଶରେ ପାଣ୍ଡୁଳି ଣ୍ଡୁଲିପି ଖୋଜିଥିଲେ। "ଆଜି କୋବାରେ ତାଳପତ୍ର ଓ -ରେ ଲେଖାଯାଇଥିବା ପ୍ରାୟ ଶହ ଶହ ବର୍ଷ ପୁରୁଣା ତିନି ଲକ୍ଷରୁ ଅଧୂକ ପାଣ୍ଡୁଲିପି ସୁରକ୍ଷିତ ଭାବରେ ସଂକଳନ କରାଯାଇଛି, ଯାହା ଇ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏକ ସ୍ମାରକୀ ସେବାର ପ୍ରତୀକ," ବୋଲି ଶ୍ରୀ ମେ ମୋଦୀ ଦୃଢ଼ ଭାବରେ କହିଛନ୍ତି।
– ସଂରକ୍ଷଣ କ୍ଷେତ୍ରରେ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରି ପ୍ରଧାନମ ନମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ସରକାରଙ୍କ କାକୁ ସଂଶୋଧନ କରିବା, ଡିଜିଟାଇଜେସନ୍, ବୈଜ୍ଞାନିକ ସଂରକ୍ଷଣ, ସ୍କାନିଂ, ରାସାୟନିକ ଚିକିତ୍ସା । ଏବଂ ପ୍ରାଚୀନ ପାଣ୍ଡୁଲିପିର ଡିଜିଟାଲ ଖାଗାର ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବା ପାଇଁ ଜ୍ଞାନ ଭାରତମ୍ ମିଶନ ଆରମ୍ଭ କରାଯା ଯାଇଛି। ସେ ତାଙ୍କର ସାମ୍ପ୍ରତିକ ‘ମନ କି ଏପିସୋଡ୍ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି, ଯେଉଁଠାରେ ସେ ଦେଶବ୍ୟାପୀ ସର୍ଭେ ବିଷୟରେ ରେ କହିଥିଲେ ଯାହା ନାଗରିକମାନଙ୍କୁ ଙ୍କ ସହିତ ସଂରକ୍ଷିତ ପାଣ୍ଡୁଲିପି ଅପଲୋଡ୍ କରିବାକୁ ସକ୍ଷମ କରିବ। "ଏହି ଅଭିଯାନ ଦେଶର ପ୍ରତ୍ୟେକ କୋଣରେ ବିକ୍ଷିପ୍ତ ଭାବରେ । ପାଣ୍ଡୁଲିପି ସଂଗ୍ରହ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ," ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ଅନୁଶୀଳନ ଓ ଗ୍ରହାଳୟ ଓ ମନ୍ତ୍ରୀ କହିଛନ୍ତି ଯେ, ସରକାରୀ ସ୍ତରରେ ‘ଜ୍ଞାନ ଭାରତମ୍ ମିଶନ' ଓ କୋବା ତୀର୍ଥର ଅସାଧାରଣ ଅବଦାନ ମିଶି ଭାରତର ର ନୂତନ କ ପୁନରୁତ୍ଥାନର ପ୍ରତୀକ ହୋଇଛି। ସେ ଉଲ୍ଲେଖ କରିଛନ୍ତି ଯେ, ଆଜି, ପ୍ରାଚୀନ ମନ୍ଦିରର ପୁନରୁଦ୍ଧାର ଓ ତୀର୍ଥସ୍ଥଳର ବିକାଶ ଠାରୁ କରି ଆୟୁର୍ବେଦ ଓ ଯୋଗର ପ୍ରୋତ୍ସାହନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଦେଶର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ, ଅନୁଶ କରିବା ପାଇଁ ପ୍ରୟାସ ଚାଲିଛି। ଲୋଥାଲରେ ଥିବା ମହାନ ନୌବାଣିଜ୍ୟ ସଂଗ୍ରହାଳୟ, ଭାଡନଗରରେ ଥିବା ସଂଗ୍ରହ ୬ ଆସନ୍ଧା 'ଯୁଗେ ଯୁଗେନ୍ ଭାରତ ସଂଗ୍ରହାଳୟ' . ଭଳି ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପଗୁଡିକର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି σα, ର ପାଇଁ ଭାରତର ସ୍ବାଧୀନତା ସଂଗ୍ରାମର ପ୍ରକୃତ ଇତିହାସକୁ ରାଜନୈତିକ ପକ୍ଷପାତିତାରୁ ମୁକ୍ତ କରି ସାମ୍ନାକୁ ଆଣିବା ପାଇଁ ଅର୍ଥପୂର୍ଣ ପକ କାର୍ଯ୍ୟ କରାଯାଉଛି। "ଆମେ ରାଜନୈତିକ ଦୃଷ୍ଟିକୋଣରୁ ଐତିହ୍ୟକୁ ଦେଖୁବାର ମାନସିକତାକୁ ସମାପ୍ତ କରିଛୁ ଏବଂ 'ସବକା ଘବକା ବିକାଶ' ମନ୍ତ୍ର ସହିତ ଆଗକୁ ବଢ଼ୁଛୁ, ଯାହା ବିକଶିତ ଭାରତ ଦୃଷ୍ଟିକୋଣର ବାସ୍ତବ ଭାବନା," ବୋଲି ସେ ଦୃଢ଼ ଭାବ ଭାବରେ
ମନ୍ତ୍ରୀ ଭାରତର ଐତିହ୍ୟ ସଂରକ୍ଷଣରେ ସନୁମାନଙ୍କ ଅକ୍ଳାନୁ ପ୍ରୟାସ ପାଇଁ ପ୍ରଶଂସା କରିଛନ୍ତି ଏବଂ ଦିଲ୍ଲୀରେ ଐତିହାସିକ 'ନବକାର କ୍ର ଦିବସ' କାର୍ଯ୍ୟକ୍ରମକୁ ମନେ ପକାଇଛନ୍ତି, ଯେଉଁଠାରେ ଚାରିଟି ଜୈନ ସମ୍ପ୍ରଦା ସମ୍ପ୍ରଦାୟ ଏକାଠି ହୋଇଥିଲେ। ସେ ସେହି ଅବସରରେ ଇଥିବା ଦଶଟି ସଂକଳ୍ପକୁ ଦୋହରାଇଥ୍ଲା- ଜଳ ସଂରକ୍ଷଣ; ଏକ ପେଡ୍ ମା' କେ ନାମ; ସ୍ବଚ୍ଛତା ମିଶନ; ଭୋକାଲ୍ ଫର୍ ଲୋକାଲ୍; ଦର୍ଶନ; ଜୈବିକ କୃଷି; ସୁସୁ ଜୀବନଶୈଳୀ; ଯୋଗ ଓ କ୍ରୀଡା; ଦରିଦ୍ରଙ୍କ ସହାୟତା ଏବଂ ସମ୍ପ୍ରଦାୟ ଦ୍ବାରା ଯୋଡ଼ି ହୋଇଥିବା ଦଶମ ଭାରତର ଐତିହ୍ୟ ସଂରକ୍ଷଣ। "ଆଜିର କାର୍ଯ୍ୟକ୍ରମ ଏହି ସଂକଳ୍ପଗୁଡ଼ି ସଂକଳ୍ପଗୁଡ଼ିକର ଏକ ଜୀବନୁ ପ୍ରତିଚ୍ଛବି," ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
≈ ପ୍ରତି ଆତ୍ମବିଶ୍ବାସ ବ୍ୟକ୍ତି କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ଏକତା ଓ ସାଂସ୍କୃତିକ ଶକ୍ତି ଦେଶର ବୃହତ ଲକ୍ଷ୍ୟ ହାସଲ ସ୍ୱର ପ୍ରେରଣାଦାୟକ ଶକ୍ତି ହେବ। ସେ ଗୁରୁତ୍ବାରୋପ କରି କହିଛନ୍ତି ଯେ, । ଯେ, ଯେତେବେଳେ ଲୋକମାନେ ବ୍ୟକ୍ତିଗତ ସ୍ବାର୍ଥରୁ ଉପରକୁ ଉଠି ଏବଂ ରାଷ୍ଟ୍ରର କଲ୍ୟାଣ ପାଇଁ କାର୍ଯ୍ୟ କରନ୍ତି, ସେତେବେଳେ ବିକାଶର ଗତି ତ୍ବରାନ୍ବିତ ହୁଏ । ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ , "ମୁଁ ନିଶ୍ଚିତ ଯେ, ଆଗାମୀ ଦିନରେ ସମ୍ରାଟ ସମ୍ପ୍ରତି ସଂଗ୍ରହାଳୟ ଜ୍ଞାନ, ସାଧନା ଓ ସଂସ୍କୃତିର ଏକ ଗୁରୁତ୍ଵପୂର୍ଣ୍ଣ କେନ୍ଦ୍ର ଭାବରେ ଉଭା