ତୈଳ ସଙ୍କଟ ଘଟଣାରେ ଘରୋଉ ବସ ସଙ୍ଘଙ୍କ ଅବସ୍ଥା ଦୟନୀୟ...

May 15, 2026 - 11:45
 6
ତୈଳ ସଙ୍କଟ ଘଟଣାରେ ଘରୋଉ ବସ ସଙ୍ଘଙ୍କ ଅବସ୍ଥା ଦୟନୀୟ...

ତୈଳ ସଙ୍କଟକୁ ନେଇ ଚିନ୍ତାରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ

ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା

ଏଭଳି ସମସ୍ୟା ଲାଗି ରହିଲେ ୬, ୭ ଦିନରେ ବନ୍ଦ ହୋଇଯିବ ଘରୋଇ ବସ୍

ସରକାର ଏଥିପ୍ରତି ତୁରନ୍ତ ଧ୍ୟାନ ଦେବାକୁ ଅନୁରୋଧ କରୁଛି କହିଲେ

ପବ୍ଲିକ ଟ୍ରାନ୍ସପୋର୍ଟ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ଅନୁରୋଧ କଲେ

ପବ୍ଲିକ୍‌ ଟ୍ରାନ୍ସପୋର୍ଟ ପାଇଁ କାର୍ଡ ବ୍ୟବସ୍ଥା କରି ଡିଜେଲ ଦେବାକୁ ଅନୁରୋଧ

ଏବେ ରାଜ୍ୟରେ ମୋଟ ୧୪ ହଜାର ଘରୋଇ ବସ୍ ଚାଲିଛି

ତେଲ ନ ମିଳିବାରୁ ପ୍ରାୟ ୨୦୦୦ ବସ୍ ବନ୍ଦ ହୋଇପଡ଼ିଛି

ଗ୍ରାମାଞ୍ଚଳରେ ତେଲ ନ ମିଳିବାରୁ ବସ୍‌ଗୁଡ଼ିକ ଆସିପାରୁନାହିଁ