ଦକ୍ଷିଣ ଆଫ୍ରିକା ବନାମ ଭାରତ

Dec 7, 2025 - 10:10
 5
ଦକ୍ଷିଣ ଆଫ୍ରିକା ବନାମ ଭାରତ

ଭାରତ ୨-୧ ରେ ସିରିଜ୍‌ ଜିତିଲା...

ବିଶାଖାପାଟଣା ରେ ଉଭୟ ଦଳ ଭେଟ ହେଲେ

ବିଶାଖାପାଟଣାରେ ଟିମ୍‌ ଇଣ୍ଡିଆର ବଡ଼ ବିଜୟ*

ଦକ୍ଷିଣ ଆଫ୍ରିକାକୁ ୯ ୱିକେଟ୍‌ରେ ହରାଇଲା ଭାରତ

ଜୟସ୍ବାଲ ୧୧୬, ରୋହିତ ୭୫, କୋହଲି ୬୫

ଦକ୍ଷିଣ ଆଫ୍ରିକା ୨୭୦, ଭାରତ ୨୭୧/୧ (୩୯.୫ ଓଭର)

୩ ମ୍ୟାଚ୍‌ ବିଶିଷ୍ଟ ODI ସିରିଜ୍‌କୁ ୨-୧ରେ ଜିତିଲା