ଦେଶରେ ଆରମ୍ଭ ହେଲା ନୂଆ ଶ୍ରମ ଆଇନ...
୪୦ କୋଟି ଶ୍ରମିକଙ୍କୁ ସାମାଜିକ ସୁରକ୍ଷାର ଗ୍ୟାରେଣ୍ଟି
ନିୟମିତ କର୍ମଚାରୀଙ୍କୁ ବର୍ଷକ ପରେ ଗ୍ରାଚ୍ୟୁଇଟି ସୁବିଧା
ମହିଳାଙ୍କୁ ସମାନ ବେତନ
ମହିଳାଙ୍କୁ ସମ୍ମାନର ଗ୍ୟାରେଣ୍ଟି
୪୦ ବର୍ଷରୁ ଅଧିକ ବୟସର ଶ୍ରମିକଙ୍କୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା
ଓଭର ଟାଇମ୍ ପାଇଁ ଦୁଇଗୁଣ ବେତନର ଗ୍ୟାରେଣ୍ଟି
ବିପଦସଂକୁଳ କାର୍ଯ୍ୟସ୍ଥଳରେ ସ୍ବାସ୍ଥ୍ୟ ସୁରକ୍ଷାର ଗ୍ୟାରେଣ୍ଟି