ଧର୍ମଶାଳା ରେ ବିଜେଡିଗଡ଼ କୁ ଭାଙ୍ଗିକି ବିଜେପିକରିଲା ରାଜୁତି

Aug 27, 2025 - 07:59
 70
ଧର୍ମଶାଳା ରେ ବିଜେଡିଗଡ଼ କୁ ଭାଙ୍ଗିକି ବିଜେପିକରିଲା ରାଜୁତି

ଧର୍ମଶାଳା : ବିଧାୟକ ଲିକୁ ଭାଇ କରିଛନ୍ତି ଭବ୍ୟସଭା ଆୟୋଜନ ବିଜେପି କର୍ମୀଙ୍କ ପାଇଁ ବିଜେପି ସବୁ କର୍ମୀ, ମହିଳା ମୋର୍ଚ୍ଚା, ସୋସିଆଲ ମିଡ଼ିଆ ପ୍ରଚାର ପସରାର ବହୁତ ପରିଶ୍ରମ କରିଥିବା ସୁଚିତ୍ରା ଦଳେଇ ମଧ୍ୟ ଲିକୁ ବହୁତ ପ୍ରଶଂସା କରିଛନ୍ତି ସରପଞ୍ଚ, ସମିତିସଭ୍ୟ ଙ୍କୁ ଭବ୍ୟ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ବୃହତ ବିଜୟୀ ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି, ଏମିତି ବିଜୟ ଆଗକୁ ଆହୁରି ସୁଦୃଢ ପାଇଁ ନୂତନ ଯୋଜନା ତିଆରି କରୁଛନ୍ତି ଲିକୁ ଭାଇ ଆଗାମୀ ପଂଚାୟତ ନିର୍ବାଚନ ରେ କେମିତି ବଡ଼ ସଫଳତା ପାଇଁ ଚାଲିଛି ବ୍ଲୁ ପ୍ରିଣ୍ଟ, ଦେଖା ପାଇଁ ବାକି ରହିଲା ଆଗାମୀ ଦିନ ବିଜେପି କେତେବେଳେ ସଫଳତା ପାଉଛି, ଦେଖୁ ଥାନ୍ତୁ

 #Avnews24#

ରିପୋର୍ଟର :ରଶ୍ମିରଂଜନ ମିଶ୍ର 

ଭୁବନେଶ୍ୱର