BJD ସଭାପତି ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ମନୋନୀତ ହେଲେ କିଛି କର୍ମକର୍ତା
ଇପସିତା ସାହୁ - ବିଜୁ ଛାତ୍ର ଜନତା ଦଳର ସଭାପତି,
ଚିନ୍ମୟ ସାହୁ - ବିଜୁ ଯୁବ ଜନତା ଦଳ ସଭାପତି
ଦେବେଶ ଆଚାର୍ଯ୍ୟ - (ବରିଷ୍ଠ ସାଧାରଣ ସମ୍ପାଦକ -ଛାତ୍ର ବ୍ୟାପାର),
ଦେବୀ ରଞ୍ଜନ ତ୍ରିପାଠୀ- (ସାଧାରଣ ସମ୍ପାଦକ ଛାତ୍ର ବ୍ୟାପାର)
ଶୁଭାଶିଷ ଖୁଣ୍ଟିଆ - (ସାଧାରଣ ସମ୍ପାଦକ ଛାତ୍ର ବ୍ୟାପାର)
ସୌଭିକ ବିଶ୍ବାଳ - (ସାଧାରଣ ସମ୍ପାଦକ ଛାତ୍ର ବ୍ୟାପାର)