ନବୀନ ଙ୍କ ଫ୍ଲାଇଟ ରେ ହୋଇଥିବା ବିଳମ୍ବ ସୂଚାଉଛି ଯେ... ଅତୀତରେ କରିଥିବା କାମର ହେଉଛି ପ୍ରାୟଶ୍ଚିତ...

Nov 7, 2025 - 16:51
 5
ନବୀନ ଙ୍କ ଫ୍ଲାଇଟ ରେ ହୋଇଥିବା ବିଳମ୍ବ ସୂଚାଉଛି ଯେ... ଅତୀତରେ କରିଥିବା କାମର ହେଉଛି ପ୍ରାୟଶ୍ଚିତ...

ନବୀନ ଙ୍କ ଫ୍ଲାଇଟ ରେ ହୋଇଥିବା ବିଳମ୍ବ ସୂଚାଉଛି ଯେ...

ଅତୀତରେ କରିଥିବା କାମର ହେଉଛି ପ୍ରାୟଶ୍ଚିତ...

ନବୀନଙ୍କ ହେଲିକପ୍ଟରକୁ କ୍ଲିଅରାନ୍ସ ଦେବାରେ ବିଳମ୍ବ ଅଭିଯୋଗ ଘଟଣା

ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ପ୍ରତିକ୍ରିୟା

ନବୀନଙ୍କ ଫ୍ଲାଇଟ୍ ଅପରେଟର ଫ୍ଲାଇଟ୍ ପ୍ଲାନ୍ ସବ୍‌ମିଟ୍ କରି ନଥିଲେ

ତେଣୁ ଏୟାର ଡିଫେନ୍ସ କ୍ଲିଅରାନ୍ସ ନମ୍ବର ମିଳି ନଥିଲା

କୋଅର୍ଡିନେଟ୍ କରି କୋଲକାତାରୁ ନମ୍ବର ନେଲୁ

ଏଥିପାଇଁ ପ୍ରାୟ ୨୫ ମିନିଟ୍ ବିଳମ୍ବ ହେଲା କହିଲେ ବିମାନ ବନ୍ଦର ନିର୍ଦ୍ଦେଶକ

ଜାଣିଶୁଣି କ୍ଲିଅରାନ୍ସ ଦିଆଯାଇ ନଥିବା କହିଥିଲେ ବିଜେଡି ନେତା ଚିନ୍ମୟ ସାହୁ

ଏମିତି ଅନେକ ଘଟଣା ବିଜେଡି ଦଳ ସାମନା କରିବାକୁ ହେବ 

Up & Down basic rule of Human being...