ନୂଆପଡା ଉପନିର୍ବାଚନ ହାଲଚାଲ..

Nov 14, 2025 - 21:16
 10
ନୂଆପଡା ଉପନିର୍ବାଚନ ହାଲଚାଲ..

ରାଜନୀତିର ଅଙ୍କ ସବୁ ଭୁଲ ହୋଇଗଲା ବୋଲି ବିଜେଡି ସ୍ୱୀକାର କଲେ

କଂଗ୍ରସ ନିଜସ୍ୱ ଭାବନା ଠାରୁ ଟିକେ ପଛରେ ରହିଗଲେ 

ଶେଷରେ ବାଜି ମାତ କଲା ବିଜେପି