ପରଲୋକରେ ପୂର୍ବତନ ବିଧାୟିକା ଡ଼. ରାସେଶ୍ବରୀ...

Feb 16, 2026 - 23:39
 5
ପରଲୋକରେ  ପୂର୍ବତନ ବିଧାୟିକା ଡ଼. ରାସେଶ୍ବରୀ...

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ

ରାତି ୮ଟା ୫୦ ମିନିଟ୍‌ରେ ରାସେଶ୍ବରୀ ପାଣିଗ୍ରାହୀଇହଲୀଳା ସମ୍ବରଣ କରିଗଲେ 

ପରଲୋକ ନେଇ ପରିବାର ଓ ଡାକ୍ତରଙ୍କ ପକ୍ଷରୁ ସୂଚନା

୭୯ ବର୍ଷ ବୟସରେ ସମ୍ବଲପୁର ବାସଭବନରେ ଥାଇ ଶେଷ ନିଶ୍ୱାସ ତ୍ୟାଗ କଲେ

ଦୀର୍ଘ ଦିନ ଧରି ସ୍ନାୟୁଜନିତ ରୋଗରେ ପୀଡ଼ିତ ଥିଲେ 

୨୦୧୪ରେ ସମ୍ବଲପୁର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ