ପାଠ୍ୟ ପୁସ୍ତକ ତ୍ରୁଟି ପାଇଁ ଶିକ୍ଷା ବିଭାଗ ଜନସାଧାରଣଙ୍କ ପରାମର୍ଶ...

Jul 3, 2026 - 08:10
 7
ପାଠ୍ୟ ପୁସ୍ତକ ତ୍ରୁଟି ପାଇଁ ଶିକ୍ଷା ବିଭାଗ ଜନସାଧାରଣଙ୍କ ପରାମର୍ଶ...

ପାଠ୍ୟପୁସ୍ତକ ତ୍ରୁଟି ସଂଶୋଧନ ପାଇଁ ମତାମତ ଲୋଡ଼ିଲେ ରାଜ୍ୟ ସରକାର

ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସଂଶୋଧିତ ପାଠ୍ୟପୁସ୍ତକର ମତ ଲୋଡ଼ାଗଲା

ସର୍ବସାଧାରଣ ସୁଚିନ୍ତିତ ମତାମତ ଦେବାକୁ ଜାରି ହେଲା ଇମେଲ ଆଇଡି

textbookscertodisha@gmail.comରେ ମତାମତ ପାଇଁ ଆହ୍ୱାନ

ବିଦ୍ୟା ସମୀକ୍ଷା କେନ୍ଦ୍ରର ହେଲ୍ପ ଲାଇନ ନମ୍ବର- ୧୮୦୦୩୪୫୬୭୨୨ ଜାରି

୭ ଦିନ ମଧ୍ୟରେ ମତ ରଖିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ