ପୃଥିବୀର ସର୍ବଶ୍ରେଷ୍ଠ ଐତିହାସିକ ବିବାଦୀୟ ଘଟଣା : "ୱାକଫ ବୋର୍ଡ "

"ୱାକଫ ବୋର୍ଡ "କଣ ଏବଂ ଏହା କେଉଁ ରୂପରେ ଆମ ଦେଶରେ କାମ କରୁଛି ଏହାର ନିୟମ ଅନୁସାରେ "ୱାକଫ " ମାନେ ଦାନ କାହାକୁ ଦାନ ??? ଆଲ୍ଲା କୁ ଦାନ !!! ଆଲ୍ଲା କୁ ଦାନ କରିଥିବା ସମ୍ପତ୍ତି ଆଉ କେବେ ଫେରସ୍ତ ନେଇପାରିବ ନାହଁ କି ମ୍ବା କେବେ କାହାକୁ ବିକ୍ରି କରିହେବନାହଁ। ଆଲ୍ଲା କୁ କଣ ହିନ୍ଦୁ,ବୌଦ୍ଧ, ଶିଖ ମାନେ ଦାନ କରିବେ ତାଙ୍କ ସମ୍ପତ୍ତି ...!!! ନା... କେବଳ ମୁସଲିମ ମାନେ ହିଁ ଦାନ କରିବେ କାରଣ ଆଲ୍ଲା ମୁସଲିମ ସମ୍ପ୍ରଦାୟର ର ଠାକୁର .. କିନ୍ତୁ ଯଦି ଅନ୍ୟ ଧର୍ମ ର ବ୍ୟକ୍ତି ଚାହିଁବେ ତେବେ ଆଲ୍ଲା ଙ୍କୁ ସମ୍ପତ୍ତି ଦାନ କରିପାରିବେ କିନ୍ତୁ ମୁସଲିମ ମାନେ ତାଙ୍କ ସମ୍ପତ୍ତି ଅନ୍ୟ ଧର୍ମ କୁ ବିଲକୁଲ ଦାନ କରିପାରିବେ ନାହିଁ। ଏହା ଥିଲା ୧୯୫୪ ମସିହା ଓ ପୂର୍ବର waqf କାନୁନ l ଏହି ପ୍ରଥା ମୁସଲିମ ଶାସକ ମୁଇଜୁଦୀନ ସୋମ ଘୋର ଆରମ୍ଭ କରିଥିଲେ। ମୁଲତାନ ରେ ଦୁଇଟି ଗାଁ ଦାନ ଦେଇଥିଲେ ଜାମା ମସଜିଦ ନିର୍ମାଣ ପାଇଁ ଓ ଶେଖ ଇସଲାମ କୁ ତାର ପ୍ରଶାସନ ହିସାବରେ ରଖିଥଲେ ...। କ୍ରମାଗତ ଏହି ପ୍ରଥା ଅନୁସାରେ ଭାରତରେ ୧୦,୦୦୦ ଵର୍ଗ କିଲୋମିଟର ଜାଗା "ୱାକଫ ବୋର୍ଡ " ପାଖରେ ଅଛି। ଯାହା ଭାରତୀୟ ରେଳବିଭାଗ ଓ ସାମରିକ ବିଭାଗ ଠାରୁ ଅଧିକ ସମ୍ପତ୍ତି। ଏହା ସିଆ ସିଆ ସେଣ୍ଟ୍ରାଲ"ୱାକଫ ବୋର୍ଡ " ର ଦଫା ନମ୍ବର ୩୭ ରେଜିଷ୍ଟ୍ରର ରେ waqf ନମ୍ବର ୨୫୯୬ ରେ ଉଲ୍ଲେଖ ଅଛି। କିନ୍ତୁ ୨୦୧୩ ମସିହାରେ ଭାରତ ସରକାର, ତରବରିଆ ଭାବରେ ୨୦୧୪ ମସିଆ ନିର୍ବାଚନର ଆଚାର ସଂହିତା ଲାଗୁହେବା ପୂର୍ବରୁ ସ୍ୱତନ୍ତ୍ର କ୍ୟାବିନେଟ ବୈଠକ ଡାକି ଦିଲ୍ଲୀ ମାନେ ଭାରତ ର ରାଜଧାନୀ ର ୧୨୩ ସମ୍ପତ୍ତି କୁ ମୁସଲିମ"ୱାକଫ ବୋର୍ଡ "କୁ ଦାନ କରିଦେଲେ ... ଆପଣ ଶୁଣିଲେ ମୁଣ୍ଡରେ ହାତ ପିଟିଦେବେ ତାହା ପୁଣି ଜବାହରଲାଲ ନେହୁରୁ ଇଣ୍ଡୋର ଷ୍ଟାଡିୟମ, ଦିଲ୍ଲୀ ହାଇକୋର୍ଟ, ପ୍ରଧାନମନ୍ତ୍ରୀ ଆବାସ,ଭଳି ଅନେକ ବହୁମୂଲ୍ୟ ଜମି ... ପ୍ରଶ୍ନ ଉଠେ କେମିତି କୋଉ ବଳରେ ଦାନ କଲେ ... ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓ ୧୯୯୫ ମସିହାରେ waqf Property Act 1954 ର ସଂଶୋଧନ କଲେ, କାହିଁକି କଲେ ୧୯୯୨ ମସିହାରେ ବାବିର ଢାଞ୍ଚା ଭାଙ୍ଗିବା ପରେ ମୁସଲିମ ସମ୍ପ୍ରଦାୟ କୁ ଖୁସି କରିବା ପାଇଁ । ପୁନର୍ବାର ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୨୦୧୩ ମସିହାରେ waqf Act କୁ ପୁର୍ନର୍ବାର ସଂଶୋଧନ କଲେ, କାହିଁକି କଲେ ମୁସଲିମ ଭୋଟ ବ୍ୟାଙ୍କ କୁ ପ୍ରଲୋଭିତ କରିବା ପାଇଁ । କିନ୍ତୁ ଏହି ସଂଶୋଧନ ରେ section 40 ରେ ଏକ ଖତରନାକ clause ଯୋଡ଼ା ଯାଇଛି,ତାହା ହେଲା .. ଦେଶର କୌଣସି ଭି ସମ୍ପତ୍ତି କୁ ବୋର୍ଡ଼ ନିଜର ସମ୍ପତ୍ତି ବୋଲି ଦାବି କରିପାରିବ ଓ ଏଥିପାଇଁ କୌଣସି ସାକ୍ଷୀର ଆବଶ୍ୟକତା ନାହିଁ ଏବଂ ଆପଣ ତା ଉପରେ କୌଣସି ନ୍ୟାୟାଳୟ କୁ ଯାଇପାରିବେ ନାହିଁ। ଯଦି ଆପତ୍ତି କରିବେ କେବଳ"ୱାକଫ ବୋର୍ଡ " ର ଟ୍ରିବୁନାଲ ଯାଇପାରିବେ କିନ୍ତୁ କୌଣସି ଫଳପ୍ରଦ ହେବ ନାହିଁ କାରଣ ଯୋଉମାନେ ବୋର୍ଡ଼ ର ସଭ୍ୟ ସେମାନେ ଟ୍ରିବୁନାଲ ର ମଧ୍ୟ ମେମ୍ବର। ଆପଣ ଯାହା ବିରୁଦ୍ଧରେ ଅଭିଯୋଗ କରୁଛନ୍ତି ଆଶ୍ଚର୍ଯ୍ୟ କଥା ସେ ହେଉଛି ବିଚାରପତି। Section 14 ଅନୁସାରେ ଗୋଟେ ଟ୍ରିବୁନାଲ ଗଠନ କରାଗଲା Chairman, District Magistrate, ମୁସଲିମ ଆଇନ ଜାଣିଥିବା ଗୋଟେ ଲୋକକୁ ନେଇ... #ସଦସ୍ୟ_ଭାବରେ ମୁସଲିମ MP... ମୁସଲିମ MLA... ମୁସଲିମ ବାର କାଉଁସିଲ ର ଜଣେ ସଦସ୍ୟ... ମୁସଲିମ ମୁତବାଲୀ... ମୁସଲିମ ଟାଉନ ପ୍ଲାନର... ମୁସଲିମ ସ୍କୋଲାର... ଏବଂ ରାଜ୍ୟ ସରକାର ଙ୍କ ଜଏଣ୍ଟ ସେକ୍ରେଟାରୀ... ୟୁନିଅନ ମିନିଷ୍ଟର ଇନଚାର୍ଜ... ମୁସଲିମ ବିଚାରପତି... ମୁସଲିମ ଓକିଲ... ଏମାନଙ୍କୁ ନେଇ "ୱାକଫ ବୋର୍ଡ " ଗଠନ କରାଗଲା.. ଏବଂ ଆଊ ଜଣେ ମୁସଲିମ ମିନିଷ୍ଟ୍ରି ଅଫ ମାଇନର ଏବଂ ଆଫେୟାର ର ସଦସ୍ୟ ଭାରତ ସରକାର ଦେବେ... Waqf Act Amendment 2013 section 40 ଅନୁସାରେ କିଛି ନୁଆ ଆଇନ ଯୋଡ଼ା ଗଲା, ଆସନ୍ତୁ ଜାଣିବା କଣ ସେ ଆଇନ... Section 4 ସର୍ଭେ କମିଶନ ୧ବର୍ଷ ଭିତରେ ପୁରା ଦେଶ ରେ ଥିବା waqf ସମ୍ପତି ର ତାଲିକା ଗଠନ କରିବେ ଏବଂ ସେଥିରେ ଅଧିକ ସଂଖ୍ୟକ (ହିନ୍ଦୁ )ଙ୍କୁ କୌଣସିବି ନୋଟିସ ଦିଆଯିବ ନାହିଁ । Section 5 ରାଜ୍ୟ ସରକାର ସର୍ଭେ କମିଶନ କୁ ସମସ୍ତ ପ୍ରକାର ସହଯୋଗ କରିବାକୁ ବାଧ୍ୟ୍ୟ, ସର୍ଭେ ସରିଲା ପରେ ସର୍ଭେ କମିଶନ waqf ବୋର୍ଡ କୁ ରିପୋର୍ଟ ଦେବେ,କୌଣସି କୋର୍ଟ କୁ କି ପୋଲିସ କୁ ନୁହେଁ । Section 7 ଯଦି ଅଧିକ ସଂଖ୍ୟକଙ୍କ ର ଅଳ୍ପ ସଂଖ୍ୟକଙ୍କ ମଧ୍ୟରେ କୌଣସି ବି ଜମିଜମା ଅସୁବିଧା ହୋଇଛି ତାକୁ "ୱାକଫ ବୋର୍ଡ "ବୁଝିବ ପୋଲିସ କିମ୍ବା କୋର୍ଟ ନୁହେଁ । Section 8 Waqf ବୋର୍ଡ ର ସର୍ଭେ ରେ ଯାହା ଖର୍ଚ୍ଚ ହେବ, ସେ ପଇସା ଉକ୍ତ ରାଜ୍ୟର ରାଜ୍ୟ ସରକାର ପରିବହନ କରିବେ ମାନେ ଆମ ଟ୍ୟାକ୍ସ ପଇସା ରେ .. Section 9 ରାଜ୍ୟ ସରକାର ରିପୋର୍ଟ କରିବେ"ୱାକଫ ବୋର୍ଡ " କୁ, କାଉଁସିଲ ସଦସ୍ୟଙ୍କ କାମ ଠିକ ଠାକରେ ଚାଲିଛି ନା ନାଇଁ (supper Boss) Section 28 "ୱାକଫ ବୋର୍ଡ "ଯାହା ନିଷ୍ପତ୍ତି ନେବେ district magistrate ପାଳନ କରିବାକୁ ବାଧ୍ୟ୍ୟ...। Section 29 "ୱାକଫ ବୋର୍ଡ "କୁ ଯଦି ସରକାରୀ ଦପ୍ତର ରୁ ଫାଇଲ ବା ତଥ୍ୟ ଦରକାର ସରକାର 10ଦିନ ଭିତରେ ଯୋଗାଇବେ...। Section 36 ଯଦି ଅନ୍ୟ ଧର୍ମ ର ବ୍ୟକ୍ତି "ୱାକଫ ବୋର୍ଡ "ର ଜମିକୁ ଜବବରଦଖଲ କରିଛନ୍ତି କିମ୍ବା କୌଣସି ବି ଜମି ରେଜିଷ୍ଟ୍ରସନ କରିବାକୁ ଚାହ୍ନୁଛନ୍ତି ସେ"ୱାକଫ ବୋର୍ଡ " କୁ ଆପ୍ଲିକେସନ ଦେବେ ୩୦ ଦିନ ଭିତରେ ଯଦି କୌଣସି ବିପକ୍ଷଙ୍କ ତରଫରୁ କେଶ ନ ଆସେ ତେବେ ଉକ୍ତ ଜମି କୁ 30ଦିନ ପରେ ଅଳ୍ପ ସଂଖ୍ୟକଙ୍କ ନାଁ ରେ କରିଦିଆଯିବ..। Section 40 କୌଣସି ବି ସମ୍ପତ୍ତି ଯଦି "ୱାକଫ ବୋର୍ଡ "କୁ ଲାଗେ ତାର ବୋଲି ସେ ନିଜେ ତାର inqary କରିବ...(temple, trust, society )ଯାହାବି ହଉ କେବଳ ନୋଟିସ ଦେଇ ସେ ନିଜ ନାଁ କୁ କରିଦେଇ ପାରେ । Section 52 ଅଳ୍ପ ସଂଖ୍ୟକ "ୱାକଫ ବୋର୍ଡ " ରେ ଅଭିଯୋଗ କରିବା ମାତ୍ରେ ବୋର୍ଡ ଆଦେଶ ଦେବା ମାତ୍ରେ ଜିଲ୍ଲା ନ୍ୟାୟପାଳକଙ୍କୁ ଜମି ସଙ୍ଗେ ସଙ୍ଗେ ବୋର୍ଡ କୁ ହସ୍ତାନ୍ତର କରାଯିବ । Section 53 30ଦିନ ଭିତରେ ଜମି ବିବାଦ ସାରି ବୋର୍ଡ କୁ ହସ୍ତାନ୍ତର କରିବାକୁ ଜିଲ୍ଲା ନ୍ୟାୟ ପାଳିକା ବାଧ୍ୟ୍ୟ । Section 83 ବୋର୍ଡ ରୁଲ ଅନୁସାରେ ହିନ୍ଦୁ ଅଳ୍ପସଂଖ୍ୟକ ମୁସଲିମଙ୍କ ବିରୁଦ୍ଧରେ କୋର୍ଟ ଯାଇପାରିବେ ନାହିଁ । Section 84 ହିନ୍ଦୁ ଯଦି ଅଳ୍ପସଂଖ୍ୟକ ମୁସଲିମ ବିରୁଦ୍ଧରେ"ୱାକଫ ବୋର୍ଡ " ରେ କେଶ କରିବେ ତାହାଲେ 2ମାସ ଆଗରୁ ଅଳ୍ପସଂଖ୍ୟକ ଙ୍କୁ ନୋଟିସ ଦେବେ । Section 92 ଅସୁବିଧା ହୋଇଥିବା ସ୍ଥାନ ରେ ଯଦି "ୱାକଫ ବୋର୍ଡ "ନାହିଁ, ସଙ୍ଗେ ସଙ୍ଗେ ଗଠନ କରି 30ଦିନ ଭିତରେ ଅଳ୍ପ ସଂଖ୍ୟକଙ୍କ ସମସ୍ୟା ର ସମାଧାନ କରାଯିବ । Section 101 Waqf ବୋର୍ଡ ର ସଦସ୍ୟ ସରକାରୀ କର୍ମଚାରୀ ସହ ସମାନ । Section 107 ହିନ୍ଦୁଙ୍କୁ ଦିଆଯାଇଥିବା ସମୟସୀମା ଭିତରେ ହାଜିର ହେବାକୁ ପଡିବ ନଚେତ କେଶ ରେ ଅଳ୍ପ ସଂଖ୍ୟକଙ୍କ ବିଜୟୀ ହେବ କିନ୍ତୁ ଅଳ୍ପସଂଖ୍ୟକ ନିଜ ସୁବିଧା ଅନୁସାରେ"ୱାକଫ ବୋର୍ଡ " ରେ ହାଜିର ହୋଇପାରିବେ । #Moral Communal Violence Bill 2011 ଅନୁସାରେ ଆପଣ ଅଳ୍ପ ସଂଖ୍ୟକ ଙ୍କୁ ଘର ଭଡା ଦେବାକୁ ବାଧ୍ୟ୍ୟ

ପୃଥିବୀର ସର୍ବଶ୍ରେଷ୍ଠ ଐତିହାସିକ ବିବାଦୀୟ ଘଟଣା : "ୱାକଫ ବୋର୍ଡ "