ଗୋଟିଏ ଜାଗା ରେ ଦେଖିବେ 108 ହନୁମାନଙ୍କୁ
ହନୁମାନ ଙ୍କ ପୂଜା
*ଗୋଟିଏ ଜାଗା ରେ ଦେଖିବେ 108 ହନୁମାନଙ୍କୁ : ଭୁବନେଶ୍ୱର*
ଭୁବନେଶ୍ୱର : ଗୋଟିଏ ଜାଗାରେ ଦେଖିବା ମିଳିବ 108 ହନୁମାନ ମହାପ୍ରଭୁ ଙ୍କୁ ଏକନୁମ୍ବର ହାଟଠାରେ 108 ହନୁମାନ ମନ୍ଦିରରେ ସେଥିପାଇଁ ଭକ୍ତ ଙ୍କ ପ୍ରବଳ ଗହଳିଦେଖିବା ପାଇଁ ମିଳେ ଥରେ ହନୁମାନ ଚାଳିଶା ପାଠ କଲେ ଶହେ ଆଠ ହନୁମାନ ଚାଳିଶା ପୂର୍ଣ୍ଣ ହୁଏ 108 ହନୁମାନ ଚାଳିଶା ପଠା କରୁଛନ୍ତି ହନୁମାନ ଭକ୍ତମାନେ, ମନ୍ଦିରରେ ଚାଲିଛି ମହନ୍ତ ମହାରାଜ ଙ୍କ ହନୁମାନ ଚାଳିଶା ନାମ ସଂକୀର୍ଣ୍ଣତନ ମହା ଆଡ଼ମ୍ବର ରେ ପାଳନ
ଭୁବନେଶ୍ୱର ରୁ ରିପୋର୍ଟ
ରଶ୍ମିରଂଜନ ମିଶ୍ର
Av news