ପ୍ରଶାସନିକ ସ୍ତରରେ ଅଦଳବାଦଳ...
IAS ସ୍ତରରେ ବଡ଼ ଅଦଳବଦଳ କଲେ ରାଜ୍ୟ ସରକାର
ସୂର୍ଯ୍ୟନାରାୟଣ ଦାସ ହେଲେ ପଞ୍ଚାୟତିରାଜ ବିଭାଗ ଯୁଗ୍ମ ସଚିବ
ପଞ୍ଚାୟତିରାଜ ବିଭାଗ ଯୁଗ୍ମ ସଚିବ ହେଲେ ସୌଦାମିନୀ ସେଠୀ
ଜଙ୍ଗଲ ଓ ପରିବେଶ ବିଭାଗ ଯୁଗ୍ମ ସଚିବ ହେଲେ ଜ୍ୟୋତିର୍ମୟୀ ପ୍ରଧାନ
ମଧୁମିତା ନାୟକ ହେଲେ ଶ୍ରମ ମନ୍ତ୍ରାଳୟ ଯୁଗ୍ମ ସଚିବ
ଜଙ୍ଗଲ ଓ ପରିବେଶ ବିଭାଗ ଯୁଗ୍ମ ସଚିବ ହେଲେ ବବିତା ମହାନ୍ତି
ଯୋଜନା ଓ ସମନ୍ବୟ ବିଭାଗର ସ୍ବତନ୍ତ୍ର ସଚିବ ହେଲେ ଅନୁଜ କୁମାର ଦାସ ପଟ୍ଟନାୟକ
ଶିଳ୍ପ ବିଭାଗ ସ୍ବତନ୍ତ୍ର ସଚିବ ଭାବେ ଜ୍ୟୋତିରଞ୍ଜନ ମିଶ୍ରଙ୍କୁ ଦାୟିତ୍ବ
ଶୁଭ୍ରା ମହାନ୍ତି ହେଲେ ପଞ୍ଚାୟତିରାଜ ବିଭାଗ ଯୁଗ୍ମ ସଚିବ
ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ହେଲେ ସଂଘମିତ୍ରା ଶତପଥୀ
ଗୃହ ବିଭାଗ ଯୁଗ୍ମ ସଚିବ ହେଲେ ହିମାଂଶୁ ଶେଖର ବେହେରା