ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମନ୍ତ୍ରିପରିଷଦ ବୈଠକକୁ ନେଇ ଅନେକ କଳ୍ପନା ଜଳ୍ପନା...

Sep 16, 2025 - 14:19
 7
ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମନ୍ତ୍ରିପରିଷଦ ବୈଠକକୁ ନେଇ ଅନେକ କଳ୍ପନା ଜଳ୍ପନା...

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ମନ୍ତ୍ରିପରିଷଦ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି 

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଉପସ୍ଥିତ ରହିଛନ୍ତି ସମସ୍ତ ବିଭାଗର ମନ୍ତ୍ରୀ 

କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ଜୋରଦାର ଆଲୋଚନା

ସମସ୍ତ ବିରୋଧ କୁ କିପରି ଟାଳି ଦିଆଯିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଦେଲେ ଗୁରୁମନ୍ତ୍ର

ଆସନ୍ତା ୧୮ ତାରିଖରେ ବିଧାନସଭା ମୌସୁମୀ ଅଧିବେଶନରେ ନିଆଯାଇପାରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି |