ପ୍ରାଇଭେଟ ମେଡିକାଲ ଓ ହସ୍ପିଟାଲ ଏବେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ମାଗଣାରେ ସେବା ଯୋଗାଇଦେବେ |
ସୁପ୍ରୀମ କୋର୍ଟ ଙ୍କ ରାୟ ମୁତାବକ; ପ୍ରାଇଭେଟ୍ ମେଡିକାଲ୍ ଏବେ ଗରିବଙ୍କୁ ମାଗଣାରେ ଚିକିତ୍ସା କରାଇବେ, ନହେଲେ ମେଡିକାଲ୍ ରେ ଝୁଲିବ ତାଲା |
ସୁପ୍ରିମ୍ କୋର୍ଟ୍ ଏହା ଫଇସଲା କରିଛନ୍ତି କି ଦେଶର ରାଜଧାନୀରେ ଯେତିକି ବି ପ୍ରାଇଭେଟ୍ ମେଡିକାଲ୍ ଅଛି । ସରକାରୀ ଜାଗାରେ ହୋଇଛି ; ତାହା ଗରିବଙ୍କ ପାଇଁ ମାଗଣା ଚିକିତ୍ସାରେ ଲାଗିବ ।
ସୁପ୍ରିମକୋର୍ଟ କୋର୍ଟ୍ ଆଦେଶ ଦେଇଛନ୍ତି କି ଅନ୍ୟ ତରଫରୁ ଓ ପିଡି ରେ ପ୍ରାୟ ୨୫ % ଦାରିଦ୍ରତାରେ ଥିବା ରୋଗୀଙ୍କୁ ମାଗଣା ଚିକିତ୍ସା କରାଯିବ । ଏପରିକି ଯଦି କେଉଁ ପ୍ରାଇଭେଟ୍ ମେଡିକାଲ୍ ଦାରିଦ୍ର ତାରେ ଥିବା ରୋଗୀଙ୍କୁ ଚିକିତ୍ସା ନକଲେ ତେବେ ତାଙ୍କ ଲାଇସେନ୍ସ ରଦ୍ଧ ହୋଇଯିବ ଓ ମେଡିକାଲ୍ ରେ ତାଲା ଝୁଲିବ ।
ସୁପ୍ରିମକୋର୍ଟ କୋର୍ଟ ଏହା ବି କହିଲେ କି ଯେଉଁ ପ୍ରାଇଭେଟ୍ ମେଡିକାଲ୍ ଗୁଡିକ ସରକାରୀ ସବସିଡିରେ ନିଜର ମେଡିକାଲ୍ ନିର୍ମାଣ କରିଛନ୍ତି । ସେମାନଙ୍କୁ ମାଗଣା ଚିକିତ୍ସା କରିବାର ଅଛି ଓ ମେଡିକାଲ୍ ର ଏହି ଆଦେଶକୁ ନ ମାନିଲେ ଅଦାଲତର ଅବମାନନାରେ ଭାଗିଦାରୀ ହେବେ । ତାଙ୍କର ଲାଇସେନ୍ସ ରବ୍ଦ
କରି ଦିଆଯିବ ।