କମିଶନରେଟ୍ ପୋଲିସ୍ ପରିବାର ପକ୍ଷରୁ ୧୬ ଜଣ ଅବସରପ୍ରାପ୍ତ ପୋଲିସ କର୍ମୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା...

Aug 1, 2026 - 17:17
 7
କମିଶନରେଟ୍ ପୋଲିସ୍ ପରିବାର ପକ୍ଷରୁ ୧୬ ଜଣ ଅବସରପ୍ରାପ୍ତ ପୋଲିସ କର୍ମୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା...

କମିଶନରେଟ୍ ପୋଲିସ୍ ପରିବାର ପକ୍ଷରୁ ୧୬ ଜଣ ଅବସରପ୍ରାପ୍ତ ପୋଲିସ କର୍ମୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା...

• ଡିସିପି (ପ୍ରଶିକ୍ଷଣ) - ଶ୍ରୀ ଅଜୟ କୁମାର ପାଢ଼ୀ,OPS (SAG) 

• ଏସ୍‌.ଆଇ. (ସ୍ୱେଚ୍ଛାସେବୀ) - ଶ୍ରୀମତୀ ସନ୍ଧ୍ୟାରାଣୀ ମହାନ୍ତି

• ଏସ୍‌.ଆଇ. - ଶ୍ରୀ ଦିଗମ୍ବର ବେହେରା

• ଏ.ଏସ୍‌.ଆଇ. (ସଶସ୍ତ୍ର)- ଶ୍ରୀ ଅଶୋକ କୁମାର ସାମନ୍ତରାୟ

• ସି.ଆଇ ହାବିଲଦାର/୧୩୨୮- ଶ୍ରୀ ଉପେନ୍ଦ୍ର କୁମାର ପ୍ରଧାନ

• ସି.ଆଇ ହାବିଲଦାର/୧୦୩୮- ଶ୍ରୀ ଲକ୍ଷ୍ମୀଧର ପରିଡ଼ା

• କନଷ୍ଟେବଲ/୭୧୩- ଶ୍ରୀ ଗିରିଶ ଚନ୍ଦ୍ର ବେହେରା

• କନଷ୍ଟେବଲ/୮୮୦- ଶ୍ରୀ ଶୈଖ ଇସାକ

• କନଷ୍ଟେବଲ/୧୦୧୭- ଶ୍ରୀ ଆନ୍ଥୋନୀ କୁଜୁର

• କନଷ୍ଟେବଲ/୯୪୭- ଶ୍ରୀ ଅଭୟ କୁମାର ଜେନା

• କନଷ୍ଟେବଲ/୧୩୨୯- ଶ୍ରୀ ବର୍ନାର୍ଡ ଟେଟେ

• କନଷ୍ଟେବଲ/୧୨୦୫- ଶ୍ରୀ ବାବୁରି ସେଠୀ

• ସିପାହୀ/୧୪୨- ଶ୍ରୀ ଗୋଲକ ଚନ୍ଦ୍ର ପରିଡ଼ା

• ସିପାହୀ/୯୦- ଶ୍ରୀ ଲୋଚନ କୁମାର ସାହୁ

• ସିପାହୀ/୩୭୫- ଶ୍ରୀ ରାମଚନ୍ଦ୍ର ବରାଡ଼

• ସିପାହୀ/୭୭୨- ଶ୍ରୀ ଧନେଶ୍ୱର ସ୍ୱାଇଁ

ଅଦମ୍ୟ ଉତ୍ସାହ ଏବଂ ଦୃଢ଼ ନିଷ୍ଠା ସହିତ ଜନସାଧାରଣଙ୍କର ସୁରକ୍ଷା ପାଇଁ ଆପଣମାନଙ୍କର ଅବଦାନ ପ୍ରଶଂସନୀୟ ।

ଆପଣମାନଙ୍କର ଅବସର ଜୀବନ ନିରୋଗ, ସ୍ୱାସ୍ଥ୍ୟମୟ ଏବଂ ଶାନ୍ତିପୂର୍ଣ୍ଣ ହେଉ। ଜୀବନର ଏହି ଦ୍ୱିତୀୟ ପାଳି ଆପଣଙ୍କ ପାଇଁ ଢେର ସାରା ଖୁସି ଓ ସମୃଦ୍ଧି ନେଇ ଆସୁ।