ବନ୍ଧୁଙ୍କ ସହ ୧୦ ଡକାୟତ ଗିରଫ

କେନ୍ଦୁଝର : ଡକାୟତି ପାଇଁ ଯୋଜନା କରୁଥିବା ଉଦ୍ୟମ ହୋଇଛି ପଣ୍ଡ । ଏଥିପାଇଁ ୧୦ ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ସମ୍ପୃକ୍ତ ଥିବା ୨ ନାବାଳକ ସମେତ ୧୦ ଜଣଙ୍କୁ ଗିରଫ କଲା ପୋଲିସ । ଚମ୍ପୁଆ ଥାନା ପାଞ୍ଚପୋଖରିଆ ନିକଟରେ ଅଭିଯୁକ୍ତମାନଙ୍କୁ ମାଡିବସିଲା ପୋଲିସ । ସେମାନଙ୍କଠାରୁ ୨ ଟି ଦେଶୀ ବନ୍ଧୁକ ସହ ୨ ଟି ଗୁଳି ଓ ମାରଣାସ୍ତ୍ର ମଧ୍ୟ ଜବତ କରିଛି ପୋଲିସ ।

ବନ୍ଧୁଙ୍କ ସହ ୧୦ ଡକାୟତ ଗିରଫ