ବିଜେଡିର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ରାଇରଙ୍ଗପୁର ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ପ୍ରଭାବିତ ପରିବାର ସହିତ ଆଲୋଚନା କରିଛନ୍ତି।

Jun 16, 2026 - 18:59
 10

ଏହି ଦଳ ବିଜୁ ଜନତା ଦଳର ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିକଟରେ ତାଙ୍କର ରିପୋର୍ଟ ଦାଖଲ କରିବେ