ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ଲୋଭାକିଆ ଏହାର ସର୍ବୋଚ୍ଚ ସମ୍ମାନ, ଅର୍ଡର ଅଫ୍ ଦି ହ୍ୱାଇଟ୍ ଡବଲ୍ କ୍ରସ୍ (ପ୍ରଥମ ଶ୍ରେଣୀ) ପ୍ରଦାନ କରୁଛି।

ଏହା ସହିତ, ପ୍ରଧାନମନ୍ତ୍ରୀ ମୋଦୀ ଏବେ ବିଶ୍ୱର ବିଭିନ୍ନ ଦେଶରୁ 33ଟି ଅନ୍ତର୍ଜାତୀୟ ସମ୍ମାନ ପାଇଛନ୍ତି | ଏହା ଭାରତର ବର୍ଦ୍ଧିତ ବିଶ୍ୱ ପ୍ରଭାବ ଏବଂ ପ୍ରତିଷ୍ଠାର ପ୍ରତିଫଳନ ଅଟେ |