ବିଧାନ ସଭା ୨୨ ରୁ ୩, ପାଇଁ ଟ୍ରାଫିକ ବ୍ୟବସ୍ଥା...

Sep 19, 2026 - 11:40
 2
ବିଧାନ ସଭା ୨୨ ରୁ ୩, ପାଇଁ ଟ୍ରାଫିକ ବ୍ୟବସ୍ଥା...

ଆସନ୍ତା ୨୨ରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭା ଅଧିବେଶନ

ବିଧାନସଭା ନିକଟବର୍ତ୍ତୀ ଅଞ୍ଚଳରେ ଟ୍ରାଫିକ୍ ନିୟନ୍ତ୍ରଣ ଆଦେଶନାମା ଜାରି

ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ୍‌ର କଟକଣା

ହାଉସିଂ ବୋର୍ଡରୁ ରବୀନ୍ଦ୍ର ମଣ୍ଡପ ରାସ୍ତା କେଶରୀ ଟକିଜ୍ ନିକଟରୁ ବଦଳିବ

ଏଜି ଛକରୁ ପିଏମଜି ଯିବାକୁ ହେଲେ ଆଇଜି ପାର୍କ ରାସ୍ତାରେ ଯିବାକୁ ହେବ

ମାଷ୍ଟର କ୍ୟାଣ୍ଟିନରୁ ପିଏମଜି ଯିବାକୁ ହେଲେ ପାର୍ଶ୍ୱ ଗଳି ବାଟ ଦେଇ ଯାଇହେବ

୧୨୦ ବ୍ୟାଟାଲିୟନରୁ ରବୀନ୍ଦ୍ର ମଣ୍ଡପ ରାସ୍ତାରେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ

ପାୱାର ହାଉସ୍ ସ୍କୋୟାର ଆଡ଼କୁ ବାଟ ବଦଳାଇ ଯିବା ଆସିବା କରିପାରିବେ

ଲୋକ ଭବନରୁ ରବୀନ୍ଦ୍ର ମଣ୍ଡପ ଯିବାକୁ ଗାଡ଼ି ଶାସ୍ତ୍ରୀ ନଗର ଛକ ଦେଇ ଯିବେ