ବିଶ୍ବ ରେଡକ୍ରସ ଦିବସ ପାଳନ

May 18, 2026 - 07:25
May 18, 2026 - 07:27
 8
ବିଶ୍ବ ରେଡକ୍ରସ ଦିବସ ପାଳନ

ବିଶ୍ବ ରେଡକ୍ରସ ଦିବସ ପାଳନ

ଭାର ରତୀୟ ରେଡ଼କ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖା ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ବିଶ୍ବ ଧାର କରି ବିଭିନ୍ନ ରେଡକ୍ରସ ଦିବସ ବସ ପାଳନ କରାଯାଇଥିଲା । "United in Humanity" ବିଷୟବସ୍ତୁକୁ ଆଧା କାର୍ଯ୍ୟକ୍ରମ କ୍ରମ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମର ଆରମ୍ଭ ରେଡ଼କ୍ରସ ଭବନ ଠାରେ ହୋଇଥୁଲା I ଶ୍ରୀ ସୁଦର୍ଶନ ନାୟକ, କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ, ଶ୍ରୀ ସ୍ବୟଂ ପ୍ରକାଶ ବରାଳ,କାର୍ଯ୍ୟନିର୍ବାହୀ କମିଟି ସଦସ ସଦସ୍ୟ ଏବଂ ସମ୍ମାନୀୟ ସଚିବ ଗଣେଶ ଚନ୍ଦ୍ର ପାତ୍ର, ତ୍ର, ରେଡକ୍ରସ କର୍ମଚାରୀ ଓ ପ୍ରତିନିଧୂମାନେ ସାର୍‌ ଜିନ୍ ହେଡ୍ରି ଡ୍ୟୁନାଣ୍ଟ ନାଣ୍ଟ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଭବନ ସମ୍‌ମୁଖ ରେ ଏକ ‘ଜଳଛତ୍ର' ର ଉଦ୍ଘାଟନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଏବ ଏବଂ ରେଡ଼କ୍ରସ ଭବନ କରିଥୁନେ ଥୁଲେ ।

ଏହି ପରିପ୍ରେକ୍ଷୀ ରେ ରେଡ଼କ୍ରସ ଆଞ୍ଚଳିକ ରକ୍ତ ଭଣ୍ଡାର ରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ମାରୱାଡି ମାର ମହିଳା ସମିତି ର ଅନେକ ସ୍ୱେଚ୍ଛାସେବୀ ଏବଂ ରେଡ଼କ୍ରସ କର୍ମ କର୍ମଚାରୀ ମାନେ ରକ୍ତଦାନ କରି ରୋଗୀମ ରୋଗୀମାନଙ୍କ କ ପାଇଁ ରକ୍ତ ଯୋଗାଣ କରିଥିଲେ। ଗାଣକୁ ସୁନିଶ୍ଚିତ କରି

ସମାଜର ଅବହେଳିତ ଓ ଆବଶ୍ୟକତା ତାମୂଳକ ବର୍ଗଙ୍କ ସହାୟତା ପାଇଁ ରେଡ଼କ୍ରସ ପକ୍ଷରୁ ବିଭିନ୍ନ ଅନାଥ ଆଶ୍ରମ ଓ ବୃଦ୍ଧାଶ୍ରମରେ ପୌଷ୍ଟିକ ଶୁଖୋଲା ଖାଦ୍ୟ ସାମଗ୍ରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି ସାମଗ୍ରୀ କେନ୍ଦୁପଦର ବାଳାଶ୍ରମ, ଫୁଲବାଣୀ, କନ୍ଧମାଳ, ବାଳାଶ୍ର ଶ୍ରମ, ବଲାଙ୍ଗୀର, ଜରାଶ୍ରମ, ଛତିଆ, କଟକ. ଆଶ୍ରୟ, ୟୁନିଟ-୬, ଭୁବନେଶ୍ବର, ଆଦୃ ଦୃତ,ଡେରାସ, ଖୋର୍ଦ୍ଧା 3 ଆନନ୍ଦ ଆଶ୍ରମ, ପଟିଆ, ଭୁବ ଭୂବନେଶ୍ବର ଆଦି କେନ୍ଦ୍ରଗୁଡ଼ିକ ରେ ବଣ୍ଟନ କରାଯାଇଥିଲା।

ଡକ୍ରସ ଓ ଜୁନିଅର ରେଡକ୍ରସ ରାଜ୍ୟର ର ବିଭିନ୍ନ ଭିନ୍ନ ଜିଲ୍ଲା ରେଡକ୍ରସ ଶାଖାମ ମାନେ ମଧ୍ୟ ଯୁବ ଯୁବ ରେଡକ୍ର ସ୍ୱେଚ୍ଛାସେବକଙ୍କ ସହଭାଗିତାରେ ସଚେତନତା ଓ ସାମାଜିକ ସେବା କାର୍ଯ୍ୟକ୍ରମ କ୍ରମ ପାଳନ କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ରେଡକ୍ରସ ପକ୍ଷରୁ ମାନବତ ନବତା, ଏକତା ଓ ସେବାଭାବ ପ୍ରତି ପୁନ ଚୁନର୍ବାର ସଂକଳ୍ପ ବ୍ୟକ୍ତ କରାଯାଇଥିଲା । ଭାରତୀୟ ରେଡ଼କ୍ରସ ସୋସାଇଟି ରଟି, ଓଡିଶା ରାଜ୍ୟ ଶାଖା ପକ୍ଷରୁ ଆଜିର କାର୍ଯ୍ୟକ୍ରମ ଆମ ସମସ୍ତଙ୍କର ମାନବସେବା ପ୍ରତି ସାମୁହିକ ଦାୟିତ୍ବକୁ ସ୍ମରଣ କରାଇଥିଲା । କର୍ମଚାରୀ, ସ୍ୱେଚ୍ଛାସେବକ ଓ ରକ୍ତଦାତାମାନଙ୍କ ନିଷ୍ଠା ଏହାକୁ ସଫଳ କରିଛି।