ବୁଦ୍ଧଖୋଲ – ଏକ ଅଦୃଶ୍ୟ ଶାନ୍ତିର ଧାମ।
ବୁଦ୍ଧଖୋଲ – ଏକ ଅଦୃଶ୍ୟ ଶାନ୍ତିର ଧାମ।
ଗଞ୍ଜାମ ଜିଲ୍ଲାର ବୁଦ୍ଧଖୋଲ କେବଳ ପର୍ବତ ଓ ପ୍ରକୃତିର ସମାହାର ନୁହେଁ, ଏହା ହେଉଛି ଏକ ଆଧ୍ୟାତ୍ମିକ ତୀର୍ଥ, ଯେଉଁଠାରେ ବୁଦ୍ଧ ଧ୍ୟାନ କରିଥିଲେ, ଯେଉଁଠାରେ ପ୍ରକୃତି ଓ ଆତ୍ମାର ଏକତା ଅନୁଭବ କରାଯାଏ।
ପ୍ରାଚୀନ ଗୁମ୍ଫା , ଝରଣା ଓ ଶିବ ମନ୍ଦିର ଏହାକୁ ଏକ ଦିବ୍ୟ କ୍ଷେତ୍ର ବନେଇପାରିଛି ।
ଯେଉଁମାନେ ଜୀବନ ର ଅସ୍ତିତ୍ୱ, ଶାନ୍ତି ଓ ଅନ୍ତକରଣ ଖୋଜୁଛନ୍ତି, ସେମାନେ ନିଶ୍ଚୟ ବୁଦ୍ଧଖୋଲ ଆସନ୍ତୁ।
ଏହା କେବଳ ଏକ ପର୍ଯ୍ୟଟନ ସ୍ଥଳ ନୁହେଁ , ଏହା ପ୍ରକୃତି କୁ ପାଖରୁ ଅନୁଭବ କରିବା ର ଏକ ସୁଯୋଗ ।
#ଗଞ୍ଜାମଧାମ #ପ୍ରାଚୀନଓଡିଶା #ଆଧ୍ୟାତ୍ମିକଯାତ୍ରା# #ନେଚରଅଫଓଡିଶା #ମନଶାନ୍ତି ଦେବ#
ରିପୋର୍ଟ ( ଷ୍ଟୋରୀ )
ରଶ୍ମିରଂଜନ ମିଶ୍ର
AV News 24