ଭାରତର ନାମ କୁ ଗର୍ବ ଓ ଗୌରବରେ ବିଶ୍ୱ ବନ୍ଦିତ କଲେ ଇଣ୍ଡିଆ ଟିମ...
ଭାରତର ନାମ କୁ ଗର୍ବ ଓ ଗୌରବରେ ବିଶ୍ୱ ବନ୍ଦିତ କଲେ ଇଣ୍ଡିଆ ଟିମ...
ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ୱେଲ୍ ଡନ୍ ଟିମ୍ ଇଣ୍ଡିଆ କହି ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଲେ
ଏହି ବିଜୟ ଅସାଧାରଣ ଦକ୍ଷତା, ଦୃଢ଼ ନିଷ୍ପତ୍ତି ଓ ଟିମ୍ୱାର୍କକୁ ପ୍ରତିଫଳିତ କରୁଛି
ଏହି ବିଜୟ ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଗର୍ବ ଏବଂ ଆନନ୍ଦରେ ଭରି ଦେଇଛି
ପ୍ରତ୍ୟେକ ଭାରତୀୟ ଗର୍ବିତ ମୁଖ୍ୟମନ୍ତ୍ରୀ
ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଏହି ଚମତ୍କାର ବିଜୟ ଭାରତୀୟଙ୍କ ହୃଦୟକୁ ଗର୍ବ ଓ ଆନନ୍ଦରେ ଭରି ଦେଇଛି