ଭାରତ ପରମାଣୁ ଅସ୍ତ୍ରରେ ପୁରା ପ୍ରସ୍ତୁତ ରହିଛି...
L
ଭାରତର ପରମାଣୁ ନୀତିରେ ବଡ଼ ପରିବର୍ତ୍ତନ
ପ୍ରଥମ ଥର ପାଇଁ ୧୨ଟି ପରମାଣୁ ଅସ୍ତ୍ର ମୁତୟନ କଲା ଭାରତ
ଅନ୍ତର୍ଜାତୀୟ ପରମାଣୁ ନୀରିକ୍ଷଣ ସଂସ୍ଥା SIPRI ପକ୍ଷରୁ ସୂଚନା ଜାରି
ପୂର୍ବରୁ ପରମାଣୁ ଅସ୍ତ୍ର ଓ ନିକ୍ଷେପଣ ବ୍ୟବସ୍ଥା ଅଲଗା ରଖା ଯାଉଥିଲା
ଏଥର ପ୍ରଥମ କରି ପରମାଣୁ ଅସ୍ତ୍ର ଓ ନିକ୍ଷେପଣ ବ୍ୟବସ୍ଥାକୁ ଯୋଡ଼ାଯାଇଛି
ଭାରତ ଏପର୍ଯ୍ୟନ୍ତ 'ପ୍ରଥମେ ବ୍ୟବହାର ନୁହେଁ' ନୀତିରେ ଅଟଳ
କେବଳ ଆକ୍ରମଣ ହେଲେ ପ୍ରତିଆକ୍ରମଣ ପାଇଁ ବ୍ୟବହାର କରିବ
ପ୍ରତିଯୋଗିତା ପାଇଁ ନୁହେଁ, ସମ୍ଭାବ୍ୟ ଆକ୍ରମଣକାରୀକୁ ନିରୁତ୍ସାହିତ ପାଇଁ ପଦକ୍ଷେପ
ଭାରତ ପରମାଣୁ ଅସ୍ତ୍ର ଯୁଦ୍ଧର ପରିପନ୍ଥୀ ଅଟେ