ଭୁବନେଶ୍ୱର Dr. ସୁନିତାଙ୍କ ବାସଭବନରେ ଶ୍ରୀ ଅରବିନ୍ଦ ଓ ଶ୍ରୀ ମାଆଙ୍କ ଦିବ୍ୟ ବାଣୀ ଓ ଦର୍ଶନକୁ ଆଧାର କରି ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା

Jul 1, 2026 - 10:32
Jul 1, 2026 - 12:27
 6
ଭୁବନେଶ୍ୱର  Dr. ସୁନିତାଙ୍କ ବାସଭବନରେ ଶ୍ରୀ ଅରବିନ୍ଦ ଓ ଶ୍ରୀ ମାଆଙ୍କ ଦିବ୍ୟ ବାଣୀ ଓ ଦର୍ଶନକୁ ଆଧାର କରି ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା

ଭୁବନେଶ୍ୱର Dr. ସୁନିତାଙ୍କ ବାସଭବନରେ ଶ୍ରୀ ଅରବିନ୍ଦ ଓ ଶ୍ରୀ ମାଆଙ୍କ ଦିବ୍ୟ ବାଣୀ ଓ ଦର୍ଶନକୁ ଆଧାର କରି ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା 

ଏହି ପାଠଚକ୍ରରେ ଉପସ୍ଥିତ ସମସ୍ତ ସାଧକ, ଶୁଭେଚ୍ଛୁ ଓ ଅନୁରାଗୀମାନଙ୍କ ସହ ଶ୍ରୀ ଅରବିନ୍ଦଙ୍କ ସମନ୍ୱିତ ଯୋଗ ଓ ଶ୍ରୀ ମାଆଙ୍କ ଆଧ୍ୟାତ୍ମିକ ଦିଗଦର୍ଶନ ଉପରେ ଚିନ୍ତନ-ମନନ କରିବାର ଏକ ଅପୂର୍ବ ସୁଯୋଗ |

ଏହି ଆଲୋଚନା ସମସ୍ତଙ୍କ ମନରେ ଆତ୍ମବିକାଶ, ମାନବ କଲ୍ୟାଣ ଓ ଦିବ୍ୟ ଚେତନା ପ୍ରତି ନୂତନ ପ୍ରେରଣା ସଞ୍ଚାର କରି ପାରିବ ବୋଲି ଆଶା |

ସମସ୍ତଙ୍କ ସକ୍ରିୟ ସହଭାଗିତା ପାଇଁ ହୃଦୟରୁ କୃତଜ୍ଞତା ଓ ଧନ୍ୟବାଦ |

"ସମଗ୍ର ଜୀବନ ହିଁ ଯୋଗ।" — ଶ୍ରୀ ଅରବିନ୍ଦ