ମକଦ୍ଦମା ଖର୍ଚ୍ଚ ଓ ବିଳମ୍ବ ହ୍ରାସ ପାଇଁ ରଣନୀତି

Dec 16, 2025 - 10:59
 9
ମକଦ୍ଦମା ଖର୍ଚ୍ଚ ଓ ବିଳମ୍ବ ହ୍ରାସ ପାଇଁ ରଣନୀତି

ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ଦ୍ୱାରା ଆୟୋଜିତ "ମକଦ୍ଦମା ଖର୍ଚ୍ଚ ଏବଂ ବିଳମ୍ବ ହ୍ରାସ ପାଇଁ ରଣନୀତି" ଶୀର୍ଷକ ଆଲୋଚନାଚକ୍ରରେ ଭାରତର ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ଏବଂ ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ଜଷ୍ଟିସ୍ ହରିଶ ଟଣ୍ଡନ, 

ବାର ଆସୋସିଏସନର ସଭାପତି ସିନିୟର ଆଡଭୋକେଟ ଶ୍ରୀ ମନୋଜ ମିଶ୍ର, 

ଉପାଧ୍ୟକ୍ଷ ଶ୍ରୀ ସିଦ୍ଧାର୍ଥ ଦାସ, 

ସଚିବ ଶ୍ରୀ ଅଭିଜିତ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ସମ୍ମାନିତ ଅତିଥିଙ୍କ ସହିତ ଓଡିଶା ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଉପସ୍ଥିତ ଥିଲେ |