ମାଟ୍ରିକ_ରେଜଲ୍ଟ: ୯୪.୯୩% #ପାସ୍‌ହାର .

ମାଟ୍ରିକ_ରେଜଲ୍ଟ: ୯୪.୯୩% #ପାସ୍‌ହାର . ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ lଚଳିତ ବର୍ଷ ପାସ୍‌ହାର ରହିଛି ୯୪.୯୩%lଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୨ ହଜାର ୪୧୭ ଜଣ । ପାସ୍ କରିଛନ୍ତି ୪ ଲକ୍ଷ ୮୪ ହଜାର ୫୬୩ ଜଣ । ସେମାନଙ୍କ ମଧ୍ୟରୁ ୧୮୧୨ ଜଣ A1 ଗ୍ରେଡ ପାଇଥିବାବେଳେ, ୧୨ ହଜାର ୨୦୦ ଜଣ ଛାତ୍ରଛାତ୍ରୀ A2 ଗ୍ରେଡ ପାଇଛନ୍ତି । ସେହିପରି B1 ଗ୍ରେଡ ପାଇଛନ୍ତି ୩୮ ହଜାର ୮୩୧ ଜଣ ଛାତ୍ରଛାତ୍ରୀ lଗତବର୍ଷ ପାସ୍‌ହାର ଥିଲା 96.27 ପ୍ରତିଶତ l୨ ଲକ୍ଷ ୪୦ ହଜାର ୨୫୧ ଛାତ୍ର ଏବଂ ୨ ଲକ୍ଷ ୪୪ ହଜାର ୬୧୨ ଛାତ୍ରୀ ପାସ୍ lକୌଣସି ସ୍କୁଲରେ ଶୂନ ପାସ୍‌ହାର ନାହିଁ କହିଲେ ବିଭାଗୀୟ ମନ୍ତ୍ରୀ l

ମାଟ୍ରିକ_ରେଜଲ୍ଟ: ୯୪.୯୩% #ପାସ୍‌ହାର .