ମୁଖ୍ୟମନ୍ତ୍ରୀଙ୍କ Team on Fact Finding...
ମୁଖ୍ୟମନ୍ତ୍ରୀଙ୍କ Team on Fact Finding...
ଏହି ଟିମ SCB ନିଆଁ କୁ ପରଖିବ
ଏହି Team ର ଅଧକ୍ଷ ରହିବେ ଉନ୍ନୟନ କମିଶନର
ଏହି ଟିମ ୬ ଜଣ ସଦସ୍ୟ ବିଶିଷ୍ଟ
ଟିମ ତଦନ୍ତ କରିବ ଅଗ୍ନିକାଣ୍ଡ ହେବାର କାରଣ
ଟିମ ରେ ରହିବେ ଅଗ୍ନିଶମ IG, EIC,ସହରାଞ୍ଚଳ ଜନସ୍ୱାସ୍ଥ୍ୟ ବିଭାଗ EIC, ଚିଫ ଇଞ୍ଜିନିୟର ବିଲଡିଂ, ମେଡିକାଲ ଏଦୁକେସନ ଓ ଟ୍ରେନିଂ ନିର୍ଦେଶକ
Pକମିଟି SCB ଯାଇ ୨୪ ଘଣ୍ଟା ଭିତରେ ରିପୋର୍ଟ ଦାଖଲ କରିବେ ମୁଖ୍ୟ ସଚିବଙ୍କ ପାଖରେ
ଜରୁରୀ ସେବା ଆଇନ ଅନୁଯାୟୀ କାର୍ଯ୍ୟକାରୀ କରିବାକୁ ଟିମ ଙ୍କୁ ନିର୍ଦେଶ