ରାଜ୍ୟର ସବୁ ଥାନା ହେବ CCTV Active...
ରାଜ୍ୟର ସବୁ ଥାନାରେ ଅଚଳ ସିସିଟିଭି କ୍ୟାମେରା ସଜାଡ଼ିବାକୁ ନିର୍ଦ୍ଦେଶ
ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (OCAC) ସିଇଓଙ୍କୁ ଜରୁରୀ ଚିଠି
ଓଡ଼ିଶା ପୋଲିସ ମୁଖ୍ୟାଳୟ ଉଦବେଗ୍ ପ୍ରକାଶ କରିବା ସହ କଲା ଚିଠି
ଅତି ଜରୁରୀ ଭାବେ ଗ୍ରହଣ କରି ଶୀଘ୍ର ସମାଧାନ ପାଇଁ ଚିଠିରେ ଉଲ୍ଲେଖ
ଏବେ ରାଜ୍ୟର ୨୯୭ଟି ଥାନା ଓ ୨୭ଟି ଆଉଟପୋଷ୍ଟରେ ସିସିଟିଭି ଅଚଳ
୬୪୫ଟି ପୋଲିସ୍ ଷ୍ଟେସନ ମଧ୍ୟରୁ ୫ଟି ସମ୍ପୂର୍ଣ୍ଣ ଅଫଲାଇନ୍ରେ ରହିଛି
ଥାନାର ସିସିଟିଭି ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି