ରାମ ଲାଲା ଙ୍କ ମନ୍ଦିର ନିର୍ମାଣ ସମ୍ପୂର୍ଣ ଶେଷ...

Oct 28, 2025 - 08:52
 24
ରାମ ଲାଲା ଙ୍କ ମନ୍ଦିର ନିର୍ମାଣ ସମ୍ପୂର୍ଣ ଶେଷ...

ରାମ ମନ୍ଦିର ପରିସରରେ ଥିବା ସମସ୍ତ ମନ୍ଦିର ନିର୍ମାଣ ଶେଷ

ମୁଖ୍ୟ ମନ୍ଦିର ପରିସରରେ ୬ଟି ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ନିର୍ମାଣ ଶେଷ

ମନ୍ଦିରରେ ଧ୍ବଜା ଓ କଳସ ସ୍ଥାପନ ମଧ୍ୟ ସମାପ୍ତ ହୋଇଛି

ସପ୍ତର୍ଷିଙ୍କ ପାଇଁ ୭ଟି ମଣ୍ଡପ ଓ ତୁଳସୀ ଦାସ ମନ୍ଦିର ନିର୍ମାଣ କରାଯାଇଛି

୧୦ ଏକର ଅଞ୍ଚଳରେ ପଞ୍ଚବଟୀ ଉଦ୍ୟାନ ନିର୍ମାଣ କରାଯାଇଛି

୩.୫ କିମି ଦୀର୍ଘ ପାଚେରୀ,

ଗେଷ୍ଟ ହାଉସ, 

ଅଡିଟୋରିୟମ ନିର୍ମାଣାଧୀନ

ଏକ୍ସରେ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ପକ୍ଷରୁ ସୂଚନା ଜାରି ହୋଇଛି