ସନ୍ଥଗୁରୁ ରବିଦାସଙ୍କ ୬୪୯ତମ ଜୟନ୍ତୀ ଅବସରରେ ୧ ଫେବୃଆରୀରେ ପଞ୍ଜାବ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

Feb 1, 2026 - 13:56
 2
ସନ୍ଥଗୁରୁ ରବିଦାସଙ୍କ ୬୪୯ତମ ଜୟନ୍ତୀ ଅବସରରେ ୧ ଫେବୃଆରୀରେ ପଞ୍ଜାବ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ସନ୍ଥଗୁରୁ ରବିଦାସଙ୍କ ୬୪୯ତମ ଜୟନ୍ତୀ ଅବସରରେ ୧ ଫେବୃଆରୀରେ ପଞ୍ଜାବ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ପୂଜ୍ୟ ସନ୍ଥ ଏବଂ ସମାଜ ସଂସ୍କାରକ ରକଙ୍କ ସମ୍ମାନାର୍ଥେ ଆଦମ ଦମପୁର ବିମାନବନ୍ଦରକୁ ‘ଶ୍ରୀ ଗୁରୁ ରବିଦାସ ଜୀ ବିମାନବନ୍ଦର, ଆଦ ଦମପୁର' ନାମରେ ନାମିତ କରାଯିବ

ଲୁଧୂଆନାର ହଲୱାରା ବିମାନବନ୍ଦରରେ ଟର୍ମିନାଲ କୋଠା ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧ ଫେବୃଆରୀ ୨୦୨୬ରେ ପଞ୍ଜାବ ଗସ୍ତ କରିବେ । ଦିନ ଦିନ ପ୍ରାୟ ୩:୪୫ ସମୟରେ, ପ୍ରଧାନମନ୍ତ୍ରୀ ଆଦମପୁର ବିମାନବନ୍ଦର ପରିଦର୍ଶନ କରି ବିମାନବନ୍ଦରର ନୂତନ ନାମ ‘ଶ୍ରୀ ଗୁରୁ ରବିଦାସ ଜୀ ବିମାନବନ୍ଦର, ଆଦମପୁର' ଘୋଷଣା କରିବେ । ସେ ପଞ୍ଜାବର ଲୁଧୂଆନା ସ୍ଥିତ ହଲୱାରା ୱାରା ବିମାନବନ୍ଦରରେ ଟର୍ମିନାଲ କୋଠା ମଧ୍ୟ ଉଦ୍‌ଘାଟନ କରି କରିବେ ।

ସନ୍ଥ ଗୁରୁ ରବିଦାସଙ୍କ ୬୪୯ତମ ଜୟନ୍ତୀର ଶୁଭ ଅବସରରେ, ଅବସରରେ, ଆଦମପୁର ବିମାନବନ୍ଦରର ନାମକରଣ ସେହି ପୂଜ୍ୟ ସନ୍ଥ ଏବଂ ସମାଜ ସଂସ୍କାରକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବାଞ୍ଜଳି, ଯାହାଙ୍କର ସମାନତା, କରୁଣା ଏବଂ ମାନବୀୟ ମର୍ଯ୍ୟାଦାର ଶିକ୍ଷା ଭାରତର ସାମାଜିକ ନୀତିକୁ ପ୍ରେରଣା ଦେଇ ଚାଲିଛି

ପଥ ସ୍ଥାପନ କରିବ, ଯାହା ପଞ୍ଜାବରେ ବିମାନ ଚଳାଚଳ ଭିତ୍ତିଭୂମିକୁ ଆହୁରି ଉନ୍ନତ କରି ପ୍ରଧାନମନ୍ତ୍ରୀ ହାଲୱାରା ବିମାନବନ୍ଦରରେ ଏକ ନୂତନ ଟର୍ମିନାଲ କୋଠା ଉଦଘାଟନ କରୁଛନ୍ତି। ଏହି ଟର୍ମିନାଲ କୋଠା ରାଜ୍ୟ ପାଇଁ ଏକ ନୂତନ ପ୍ରବେଶପଥ ସ୍ଥା ଲୁଧୂଆନା ଏବଂ ଏହାର ଆଖପାଖରେ ଶିଳ୍ପ ଏବଂ କୃଷି କ୍ଷେତ୍ରର ଆବଶ୍ୟକତା ପୂରଣ କରିବ । ଲୁଧୂଆନା ଜିଲ୍ଲାରେ ଅବ ହାଲୱାରାରେ ଏକ ରଣନୈତିକ ଭାବରେ ଗୁରୁତ୍ବପୂର୍ଣ୍ଣ ଭାରତୀୟ ବାୟୁସେନା ଷ୍ଟେସନ ମଧ୍ଯ ରହିଛି। ଅବସ୍ଥିତ

ଲୁଧୂଆନାର ପୂର୍ବ ବିମାନବନ୍ଦରରେ ଏକ ଛୋଟ ରନୱେ ଥିଲା, ଯାହା ଛୋଟ ଆକାରରେ ବିମାନ ପାଇଁ ଉପଯୁକ୍ତ वृ।। ସଂଯୋଗୀକରଣକୁ ଉନ୍ନତ କରିବା ০৬৯ 1° ବଡ ଡ ବିମାନଗୁଡିକୁ ସ୍ଥାପିତ କରିବା ପାଇଁ, ହଲୱାରାରେ ଏକ ନୂତନ ସିଭିଲ ଏକ ଲମ୍ବା ରନୱେ ରହିଛି । ଏନ୍‌କ୍ଲେଭ ବିକଶିତ କରାଯାଉଛି ଯା ଯାହାର ଏ୩୨୦ ବିମାନ ପରିଚାଳନା କରିବାକୁ ସକ୍ଷମ ଏକ

ପ୍ରଧାନମନ୍ତ୍ରୀଙ୍କ ନମନ୍ତ୍ରୀଙ୍କ ସ୍ଥାୟୀ ଏବଂ ପରିବେଶଗତ ଭାବରେ ଦାୟିତ୍ଵପୂର୍ଣ୍ଣ ବିକାଶର ଦୃଷ୍ଟିକୋଣ ସହିତ ସମନ୍ବିତ, ଟର୍ମିନାଲରେ ଏଲ୍‌ଇଡି ଆଲୋକୀକରଣ, ଲେଟେଡ ଛାତ, ବର୍ଷାଜଳ ଅମଳ ବ୍ୟବସ୍ଥା, ସ୍ବରେଜ ଏବଂ ଜଳ ବିଶୋଧନ ପ୍ଲାଣ୍ଡ ତଥା ଭୂଦୃଶ୍ଯ ପାଇଁ ପୁନଃଚକ୍ରିତ ଜଳ ଚକ୍ରିତ ଜଳ ବ୍ୟବହାର ସ ସମେତ ଅନେକ ସବୁଜ ଏବଂ ଇନ୍ଧନ-ଦକ୍ଷ ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଏହାର ସ୍ଥାପ ସ୍ଥାପତ୍ୟ ଡିଜାଇନ ପଞ୍ଜାବର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରେ, ଯାହା ଯାତ୍ରୀମାନଙ୍କୁ ଏକ ସ୍ବତନ୍ତ୍ର ଏବଂ ଆଞ୍ଚଳିକ ଭାବରେ ପ୍ରେରିତ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବ ।