ସମଗ୍ର ଶିକ୍ଷା ଯୋଜନାକୁ ‘ଫଳାଫଳ ଭିଭିକ’ ଏବଂ ପ୍ରତିଯୋଗିତା ଢାଞ୍ଚାରେ ପରିଣତ କରାଯିବ – ଧର୍ମେନ୍ଦ୍ର ପ୍ରଧାନ ଗିତାମୂଳକ

Jan 10, 2026 - 17:59
 4
ସମଗ୍ର ଶିକ୍ଷା ଯୋଜନାକୁ ‘ଫଳାଫଳ ଭିଭିକ’ ଏବଂ ପ୍ରତିଯୋଗିତା ଢାଞ୍ଚାରେ ପରିଣତ କରାଯିବ – ଧର୍ମେନ୍ଦ୍ର ପ୍ରଧାନ ଗିତାମୂଳକ

ସମଗ୍ର ଶିକ୍ଷା ଯୋଜନାକୁ ‘ଫଳାଫଳ ଭିଭିକ’ ଏବଂ ପ୍ରତିଯୋଗିତା ଢାଞ୍ଚାରେ ପରିଣତ କରାଯିବ – ଧର୍ମେନ୍ଦ୍ର ପ୍ରଧାନ ଗିତାମୂଳକ

୧୧ଟି ରା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧୂକାରୀ, ଶିକ୍ଷାବିତ୍ ଏବଂ ବିଭିନ୍ନ ମନ୍ତ୍ରଣାଳୟର ପ୍ରତିନିଧୂମାନେ ନେ ଯୋଗଦେଲେ

୨୦୨୬-୨୭ ଶିକ୍ଷା ବର୍ଷ ପାଇଁ ଏକ ସାମଗ୍ରିକ ବାର୍ଷିକ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ

ନିଅନ୍ତୁ, କିନ୍ତୁ ବିଦ୍ୟାଳୟ ପରିଚାଳନାର ଦାୟିତ୍ବ ସମାଜର ହେଉ ବ୍ୟବସ୍ଥା ଏବଂ ' ଦରମା ସରକାର ନିଅ

ଦ୍ବାଦଶ ଶ୍ରେଣୀ ଶ୍ରେଣୀ ପର୍ଯ୍ୟନ୍ତ ଶତ ପ୍ରତିଶତ ଶତ ନାମଲେଖା ସୁନିଶ୍ଚିତ କରିବା କରିବା ଲକ୍ଷ୍ୟ

ଶିକ୍ଷା କ୍ଷେତ୍ର କ୍ଷେତ୍ରରେ ଥ‌ିବା ପାର୍ଥକ୍ୟକୁ ଦୂର କରିବା, ଡ୍ରପ୍-ଆଉଟ୍ ହାର କମାଇବା, ଅପପୁଷ୍ଟି ସମସ୍ୟା ହ୍ରାସ କରିବା ଏବଂ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି କରିବା ଆମର ମିଳିତ ଦା ଦାୟିତ୍ବ

ଭାରତର 'ଅମୃ 'ଅମୃତ ପିଢ଼ି'କୁ ପୁରାତନ ମାକାଉଲେ ଶିକ୍ଷା ପଦ୍ଧତିରୁ ମୁକ୍ତ କରିବା

ନୂଆଦିଲ୍ଲୀ/ଭୁବନେଶ୍ବର, ଜାନୁଆରୀ ୦୯ - କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀଙ୍କ ମିଳିତ ଅଧ୍ଯକ୍ଷତାରେ ଶୁକ୍ରବାର ନୂଆଦିଲ୍ଲୀ । ଦିଲ୍ଲୀ ଠାରେ 'ସମଗ୍ର ଶିକ୍ଷା ୩.୦' ଉପରେ 'ସମଗ୍ର ଶିକ୍ଷାର ନୂତନ ରୂପରେଖ' ପାଇଁ ଏକ ଦିନିକିଆ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍ ଏବଂ ବିଭିନ୍ନ ମନ୍ତ୍ରଣାଳୟର ପ୍ରତିନିଧୂମାନେ ଯୋଗ ଦେଇ ସ୍କୁଲ ଶିକ୍ଷା ବ୍ୟବସ୍ଥାର ସଂସ୍କାର ଉପରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି, ଆଜିର ଏହି ମିଳିତ ପ୍ରୟାସ ଏବଂ ଏହି ବୈଠକରୁ ନିଷ୍କର୍ସ ହେଉଥ‌ିବା ଅଭିନବ ଚିନ୍ତାଧାରା ଆମ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ସାମଗ୍ରିକ ଭାବେ ସଦୃଢ଼ କରିବା ପାଇଁ ଏକ ସ୍ପଷ୍ଟ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବାରେ ସ‌ହାୟକ ହେବ । ଏହା ସହିତ ସମଗ୍ର ଶିକ୍ଷା ଯୋଜନାକୁ ପୁନଃକଳ୍ପନା କରି ‘ବିକଶିତ ଭାରତ'ର ଲକ୍ଷ୍ୟ ସହିତ ସମାନ କରିବ ରିବା ସହ ଏହ ଏକ ଶିକ୍ଷା ବ୍ୟବସ୍ଥା ଗଠନ କରିବ, ଯାହା ଫଳାଫଳ ଭିଭିକ, ବିଶ୍ବସ୍ତରୀ ରୀୟ ପ୍ରତିଯୋଗିତାମୂଳକ, ଭାରତୀୟତା ସହ ଜଡ଼ିତ । ଆମର ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରକାରର ଆବଶ୍ୟକତାକୁ ପୂରଣ କରିବାରେ ସ ସହାୟକ କ ହେବ ବୋଲି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।

ପ୍ରଧା ଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମ ସମସ୍ତଙ୍କ ପାଇଁ ୨୦୪୭ସୁଦ୍ଧା ‘ବିକ ‘ବିକଶିତ ଭାରତ’ର ଏକ ଦୂରଦୃଷ୍ଟି ସମ୍ପନ୍ନ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହି ପରିକଳ୍ପନା ସେତେବେଳେ ବାସ୍ତବରେ ରୂପାନ୍ତରିତ ହେବ, ଯେତେବେଳେ ଭାରତର ପ୍ରତ୍ୟେକ ଶିଶୁ ଗୁଣାତ୍ମକ ଶିକ୍ଷା ପାଇପାରିବେ ଏବଂ ଆମେ ଯୁକ୍ତ ୨ ବା ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଶିକ୍ଷାରେ ଶତପ୍ରତିଶତ ନାମଲେଖା ହାସଲ କରିପାରିବା । ପାଠପଢ଼ାରେ ରହୁଥ‌ିବା ବ୍ୟବଧାନକୁ କମାଇବା, ଡ୍ରପ୍-ଆଉଟ୍ ହାର ହ୍ରାସ କରିବା, ଗୁଣାତ୍ମକ ଶିକ୍ଷାଦାନ ସହ ଅପପୁଷ୍ଟି ସମସ୍ୟାର ସମାଧାନ କରିବା ଆମର ମିଳିତ

ଦାୟିତ୍ବ ହେବା ଉଚିତ୍ । ସେହିପରି ଶିକ୍ଷକମାନଙ୍କର ଦକ୍ଷତା ବୃଦ୍ଧି କରିବା, ପ୍ରତ୍ୟେକ ଶିଶୁଙ୍କ ମଧ୍ୟରେ ଡିଜାଇନ ଥ୍ଙ୍କିଙ୍ଗ୍, କ୍ରିଟିକାଲ ଥ୍ଙ୍କି ବିକଶିତ କରି କରିବା, ଆମର 'ଅମୃତ ପିଢ଼ି'କୁ ମାକାଉଲେ ମାକାଉ ମାନସିକତାରୁ ବାହାର କରି ଆଣିବା ଏବଂ ବିକଶିତ ଭାରତ ପାଇଁ ଏକ ମାନବ ସମ୍ବଳ ଗଠନ କରିବା ପାଇଁ ମଧ୍ୟ ସମସ୍ତେ ଦାୟିତ୍ଵ ନିର୍ବାହ କରିବା ଆବଶ୍ୟକ ।

ସେ କହିଛନ୍ତି ନହିଛନ୍ତି, ଆମକୁ ସମଗ୍ର ଶିକ୍ଷା ଯୋଜନାକୁ ‘ଫଳାଫଳ ଭିଭିକ’ ଏବଂ ବିଶ୍ବସ୍ତରୀୟ ପ୍ରତିଯୋଗିତାମୂଳକ ଢାଞ୍ଚାରେ ପରିଣତ କରିବାକୁ ହେ ହେବ, ଯାହା ଜାତୀୟ ଶିକ୍ଷା ନୀତି ୨୦୨୦ ର ଉଦ୍ଦେଶ୍ଯ ସହିତ ଜଡ଼ିତ । ଶ୍ରୀ ପ୍ରଧାନ ସମସ୍ତ ଏକାଡେମିକ ବିଶେଷଜ୍ଞ, ବିଭିନ୍ନ ନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧୂକ ଧୂକାରୀ, ଶିକ୍ଷା ମନ୍ତ୍ରଣା ଣାଳୟ ଏବଂ ଅଂଶଗ୍ରହଣକାରୀ ରାଜ୍ୟ 3 କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୨୦ २०१७-१०१ ୭ ଶିକ୍ଷା ବର୍ଷ ପାଇଁ ଏକ ସାମଗ୍ରିକ ବାର୍ଷିକ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛ ଦଇଛନ୍ତି । । ଏହା ଏକ ଜାତୀୟ ଆନ୍ଦୋଳନରେ ପରିଣତ ହେବା ଉଚିତ୍ । ଯେତେବେଳେ ଆମର ‘ବିଚାର’ ଗୁଡ଼ିକ ଏକାଠି ହେ ହେବ, ସେତେବେଳେ ଆମର ‘ଦକ୍ଷତା’ ମଧ୍ଯ & ବୃଦ୍ଧିପାଇବ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ''ଆମକୁ ବିଦ୍ୟାଳୟଗୁଡ଼ିକୁ ସମାଜକୁ ଫେରାଇବାକୁ ହେବ ।'' ସରକାର ବ୍ୟବସ୍ଥା ଏବଂ ଦରମା ପାଇଁ ଦାୟିତ୍ଵ ନେବେ, କିନ୍ତୁ ବିଦ୍ୟାଳୟର ପରିଚାଳନା ଦାୟିତ୍ଵରେ ସମାଜର ସକ୍ରିୟ ଅଂଶଗ୍ରହ ଗ୍ରହଣ ରହିବା ଆବଶ୍ୟକ । ଏହାବ୍ୟତୀତ ଟେକ୍ନୋଲୋଜି ଏବଂ ଡିଜିଟାଇଜେସନର ସଠିକ୍ ବ୍ୟବହାର ଦ୍ବାରା ପରୀକ୍ଷା ବୋଝ କମାଇ ଶିକ୍ଷାକୁ ସହଜ କରିବା ପାଇଁ ସେ ସମସ୍ତ ରାଜ୍ୟଙ୍କୁ ସେମାନଙ୍କର ‘ଶ୍ରେଷ୍ଠ ଅଭ୍ୟାସ’ ଉପରେ ଆଲୋଚନା କରିବାକୁ ପରାମ ପରାମର୍ଶ ଦେଇଛନ୍ତି ।