ସାମ୍ବିଧାନିକ ପଦରେ ଥିବା ଦଳୀୟ ନେତାମାନେ ପଦର ମର୍ଯ୍ୟାଦା ରଖନ୍ତୁ : ବିଜେଡି

Apr 23, 2026 - 18:15
 6
ସାମ୍ବିଧାନିକ ପଦରେ ଥିବା ଦଳୀୟ ନେତାମାନେ ପଦର ମର୍ଯ୍ୟାଦା ରଖନ୍ତୁ : ବିଜେଡି

ବାଚସ୍ପତିଙ୍କୁ ଗୋଟିଏ କାର୍ଯ୍ୟକ୍ରମରେ ଧକ୍କା ମରାଯିବା ତାଙ୍କ ପଦର ମର୍ଯ୍ୟାଦାକୁ କ୍ଷୁଣ୍ଣ କରିଛି

ରାଜ୍ୟ ମହିଳା କମିସନ ଓ ଶିଶୁ କମିସନ ପଦବୀରେ ଥିବା ଦଳୀୟ ନେତାମାନେ ନିଜ ପଦର ର ମର୍ଯ୍ୟାଦା ରଖୁନାହାନ୍ତି

ଭୁବନେଶ୍ବର : ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରେ, ସାମ୍ବିଧାନିକ ପଦରେ ଥିବା ଦଳୀୟ ନେତାମାନେ ବାରମ୍ଵାର ନିଜ ପଦ ମର୍ଯ୍ୟାଦାର ଉଲ୍ଲଙ୍ଘନ କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍‌ସୀତା ସାହୁ, ରାଜ୍ୟରେ ସାମ୍ବିଧାନିକ ପଦବୀରେ ଥ‌ିବା ବ୍ୟକ୍ତିମାନେ କିପରି ନିଜ ପଦ ମର୍ଯ୍ୟାଦାର ଉଲ୍ଲଙ୍ଘନ କରି କରିଚାଲିଛନ୍ତି, ତାର ଅନେକ ଉଦାହରଣ ପ୍ରସ୍ତୁତ କରିଥିଲେ। ସେ କହିଥିଲେ, ଭୁବନେଶ୍ଵର ସାଂସଦ ଅପ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ଵାରା ଆୟୋଜିତ ହେଉଥିବା ଏକ ରାଲିରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଦେଖୁବାକୁ ମିଳିଥିଲା। ଏହି ରାଲିରେ ସୁରମା ପାଢ଼ୀଙ୍କୁ ଭିଡ଼ ଭିତରେ ଧକ୍କା ମରାଯାଇଥିବା କଥା ସାମ୍ନାକୁ ଆସି ଆସିଥିଲା। ସ୍ଵାଭାବିକ ଭା ଭାବେ ପ୍ରଶ୍ନ ଉଠେ ଯେ, ବାଚସ୍ପତି ପରି ଗାରିମାମୟ ପଦବୀରେ ଅଧୂଷ୍ଠିତ ଥୂବାବେଳେ ଦଳୀୟ କାର୍ଯ୍ୟକ୍ରମ ଗୁଡିକରେ ଉପସ୍ଥିତ ରହିବା କେତେ ଦୂର ଯୁକ୍ତିଯୁକ୍ତ ? ଏହା ପୂର୍ବରୁ ମଧ୍ୟ ବିଜେପି ପାର୍ଟି ପାର୍ଟି ଅଫିସ୍‌ରେ ହେଉଥ‌ିବା କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କୁ ଦେଖୁବାକୁ ମିଳିଛି।

।ହିପରି ରାଜ୍ୟରେ ଥିବା ଅନ ଅନ୍ୟାନ୍ୟ ସାମ୍ବିଧାନିକ ପଦ, ଯଥା ରାଜ୍ୟ ମହିଳା କମିସନ, ରାଜ୍ୟ ଶିଶୁ କମିସନ ଇତ୍ୟାଦିରେ ବିଜେ ସରକାରଙ୍କ ଦ୍ବାରା ଦ୍ଵାରା ନିଯୁକ୍ତି ହୋଇଥିବା ମହିଳା ମାନେ ମଧ୍ୟ ନିଜ ପଦ ମର୍ଯ୍ୟାଦା ରଖୁନାହାନ୍ତି। ଅନେକ ସମୟ ୟରେ ସେମାନଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଦେଖୁବାକୁ ମିଳୁଛି।

ନିକଟରେ ବ୍ରହ୍ମଗିରି ଅଞ୍ଚଳରେ ଜଣେ ୬ ବର୍ଷର ଶିଶୁକନ୍ୟା ଦୁଷ୍କର୍ମ ଶିକାର ହୋଇ ନ୍ୟାୟ ପାଇଁ ସଂଘର୍ଷ କରୁଥିବା ଦେ ବେଳେ ବିଜୁ ଜନତା ଦଳର ଏକ ପ୍ରତିନିଧୂମଣ୍ଡଳୀ ପୀଡ଼ିତାଙ୍କ ପରିବାରକୁ ଭେଟି ତାଙ୍କୁ ସାନ୍ତ୍ରନା ପ୍ରଦାନ କଟି କରିଥିଲା ବେଳେ ରାଜ୍ୟ ଶିଶୁ କମିସନର ଓ ମହିଳା କମିସନ ସେହି ସମୟରେ ବିଜେପି ଦ୍ଵାରା ଆୟୋଜିତ ହେଉଥ‌ିବା ମିଛ ଜନ ଆକ୍ରୋଶ ରାଲିରେ ଅଂଶଗ୍ରହଣ କରିଥିଲେ। ତେଣୁ ସାମ୍ବିଧାନିକ ପଦବୀରେ ଥିବା ନେତାମ ତାମାନେ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ବରେ ରହି ଲୋକଙ୍କ ସମସ୍ୟା କିପରି ସମାଧାନ ହୋଇପାରିବ, ନଇ ଯତ୍ନବାନ ହୁଅନ୍ତୁ । ସେଥ୍‌ନେଇ