ହକି ଜୁନିଅର ବିଶ୍ୱକପ- ୨୦୨୫

Nov 21, 2025 - 15:44
 10
ହକି ଜୁନିଅର ବିଶ୍ୱକପ- ୨୦୨୫

ହକି ଜୁନିଅର ବିଶ୍ୱକପ- ୨୦୨୫

FIH ହକି ପୁରୁଷ ଜୁନିଅର ବିଶ୍ୱକପ୍ ତାମିଲନାଡୁ 2025 ଟ୍ରଫି ଟୁରକୁ ଓଡ଼ିଶା ଗର୍ବର ସହିତ ସ୍ୱାଗତ କରୁଛି

ଓଡ଼ିଶାର ମାନ୍ୟବର ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାୟକ Kalinga Stadiumରେ କ୍ରୀଡ଼ା ନିର୍ଦ୍ଦେଶକ ଡକ୍ଟର ବିଜୟ ଡ୍ଡୁଲା, ସଭାପତି 

The Hockey India ଏବଂ Odisha ହକି ଶ୍ରୀ DilipTirkey, DSYS ଏବଂ OdishaHockey ର ବରିଷ୍ଠ ଅଧିକାରୀ ଏବଂ ଅଲିମ୍ପିଆନଙ୍କ ଉପସ୍ଥିତିରେ FIH ହକି ପୁରୁଷ ଜୁନିଅର ବିଶ୍ୱକପ୍ ତାମିଲନାଡୁ 2025 ଟ୍ରଫି ଉନ୍ମୋଚନ କରିଛନ୍ତି।