୪୨ ଜଣ ପୂର୍ବତନ ବିଚାରପତି CEC ଙ୍କ ସପକ୍ଷରେ...

Oct 9, 2026 - 17:54
 10
୪୨ ଜଣ ପୂର୍ବତନ ବିଚାରପତି CEC ଙ୍କ ସପକ୍ଷରେ...

CEC ଜ୍ଞାନେଶ କୁମାରଙ୍କୁ ହଟାଇବା ଦାବି ପଛରେ ରାଜନୈତିକ ଅଭିସନ୍ଧି

ଜ୍ଞାନେଶ କୁମାରଙ୍କୁ ସମର୍ଥନ କରି ଚିଠି ଲେଖିଲେ ୪୨ ପୂର୍ବତନ ବିଚାରପତି

ବିଶ୍ବର ବୃହତ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ବୋଲି ଖୋଲା ଚିଠି

EC, ନ୍ୟାୟପାଳିକା, ଅନ୍ୟାନ୍ୟ ସାମ୍ବିଧାନିକ ପ୍ରତିଷ୍ଠାନଗୁଡ଼ିକୁ ଦୁର୍ବଳ ଉଦ୍ୟମ

ପ୍ରମାଣ ବିନା ‘ଭୋଟ ଚୋରି’ ଅଭିଯୋଗ ଉପରେ ପ୍ରଶ୍ନ ଉଠାଇବା ଠିକ୍‌ ନୁହେଁ