ୱେଷ୍ଟଇଣ୍ଡିଜ୍ ଟିମ ବିପକ୍ଷରେ ଟିମ୍ ଇଣ୍ଡିଆ ଘୋଷଣା..

Sep 17, 2026 - 10:05
 2
ୱେଷ୍ଟଇଣ୍ଡିଜ୍ ଟିମ ବିପକ୍ଷରେ ଟିମ୍ ଇଣ୍ଡିଆ ଘୋଷଣା..

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଓ ଟି ଟ୍ବେଣ୍ଟି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା

ଦିନିକିଆ ଦଳରେ ସ୍ଥାନ ବଜାୟ ରଖିଲେ ରୋହିତ ଶର୍ମା ଓ ବିରାଟ କୋହଲି

ଗିଲ୍ ଅଧିନାୟକ, ଶ୍ରେୟାସ ଆୟରଙ୍କ ଅନୁପସ୍ଥିତିରେ ରାହୁଲ ଉପଅଧିନାୟକ

ହାର୍ଦ୍ଦିକ ପାଣ୍ଡ୍ୟା ଓ ପନ୍ତଙ୍କୁ ମିଳିଲାନି ସୁଯୋଗ, ଜୁରେଲଙ୍କୁ ମିଳିଲା ସ୍ଥାନ

ଶ୍ରେୟାସ ଆୟରଙ୍କ ନେତୃତ୍ବରେ ୧୫ ଜଣିଆ ଟି ଟ୍ବେଣ୍ଟି ଦଳ ଘୋଷଣା

ଟି ଟ୍ବେଣ୍ଟି ଦଳରେ ବୈଭବ ସୂର୍ଯ୍ୟବଂଶୀକୁ ମିଳିଲା ସୁଯୋଗ