+2 ଫଳ ପ୍ରକାଶନ ରେ ମନ୍ତ୍ରୀ ସୁରଜ ଙ୍କ ଶୁଭେଚ୍ଛା
ଉଚ୍ଚ ମାଧ୍ଯମିକ ଶିକ୍ଷା ପରିଷଦ (CHSE) ଦ୍ବାରା ପରିଚାଳିତ +୨ ଓ ଧନ୍ଦାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ବିଦ୍ୟାର୍ଥୀଙ୍କୁ ଅସୁମାରୀ ଶୁଭେଚ୍ଛା । ସଭିଙ୍କର ଉଜ୍ଜ୍ବଳ ଓ ସାର୍ଥକ ଭବିଷ୍ୟତ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା । ଆପଣମାନଙ୍କୁ ସ୍ବାଗତ କରିବାକୁ ଉଚ୍ଚଶିକ୍ଷା ବିଭାଗ ଉତ୍ସାହର ସହିତ ଅପେକ୍ଷାରତ ।
ପରୀକ୍ଷାରେ ଆଶାତୀତ ଫଳ ପ୍ରାପ୍ତ କରିପାରିନଥୂବା ପରୀକ୍ଷାର୍ଥୀ ନିରାଶ ନ ହୋଇ ପରିଶ୍ରମ ଜାରି ରଖୁବାକୁ ମୁଁ ଆଗ୍ରହ ଓ ନିବେଦନ କରୁଛି ।