୫ NAC ହେଲା ମ୍ୟୁନିସିପାଲିଟି; ଗଠନ ହେଲା ନୂଆ ୩୪ NAC
ସରକାରଙ୍କ ବଡ଼ ଘୋଷଣା

ସରକାରଙ୍କ ବଡ଼ ଘୋଷଣା । ଗଠନ ହେଲା ନୂଆ ୩୪ଟି ଏନ୍ଏସି । ୫ ଏନ୍ଏସିକୁ ମଧ୍ୟ ମ୍ୟୁନିସିପାଲିଟି ଭାବେ ଉନ୍ନୀତ ମଧ୍ୟ କରାଯାଇଛି । ରାଜ୍ୟରେ ଆଉ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରିବାକୁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ୫ ଏନ୍ଏସିକୁ ମ୍ୟୁନିସିପାଲିଟି ଭାବେ ମଧ୍ୟ ଉନ୍ନୀତ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।
ବୌଦ୍ଧଗଡ଼, କରଞ୍ଜିଆ, କଣ୍ଟାବାଞ୍ଜି, ଛତ୍ରପୁର, ଆସ୍କା ଏନ୍ଏସିରୁ ମ୍ୟୁନିସିପାଲିଟି ହେଲା ।