Capital Hospital ରେ ବ୍ୟବସ୍ଥା ଥିବା ଦିବ୍ୟାଙ୍ଗ ଏବଂ TG ଶୌଚାଳୟର ଦୁରାବସ୍ଥା |

Caital hospital

Feb 27, 2025 - 13:55
 18
Capital Hospital ରେ ବ୍ୟବସ୍ଥା ଥିବା ଦିବ୍ୟାଙ୍ଗ ଏବଂ TG ଶୌଚାଳୟର ଦୁରାବସ୍ଥା |

ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ଏହା TG ଓ ଦିବ୍ୟାଙ୍ଗ ମାନଙ୍କ ସୁବିଧାପାଇଁ କରାଯାଇ ଥିବା ବେଳେ ଏହାର ଅବ୍ୟବସ୍ଥା ପାଇଁ କିଏ ଦାୟୀ ରହିବେ?

Capital ହସ୍ପିଟାଲ କର୍ତ୍ତୃପକ୍ଷ ନା ସ୍ୱାସ୍ଥ୍ୟ ବିଭାଗ, ଓଡିଶା ସରକାର ଏମିତି ଅନେକ ପ୍ରଶ୍ନ ସାଧାରଣରେ ଆଲୋଚନା ହେଉଛି