ବିନା ପ୍ରୋଟୋକଲରେ 'ଚା' ଖଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକଙ୍କ ସରକାର, ଏ କଥାକୁ ଜ୍ୱଳନ୍ତ ପ୍ରମାଣିତ କରି ଦେଖାଇଦେଲେ...
ଆଜି ନମୋ ଯୁବ ମାରାଥନ ରେ ସକ୍ରିୟ ଭାଗ ନେଇ ସାରିବା ପରେ ସ୍ୱତଃ ନିଜେ ଚାଲି ଆସିଥିଲେ ଜୟଦେବ ବିହାର ଛକକୁ
ସେଠାରେ ଥିବା ଚା ଖଟିରେ ବସି ଚା ପିଇବା କଲେ
ଖବର ପାଇ ସାଧାରଣ ଜନତା ତାଙ୍କୁ ଦେଖା କରିବାକୁ ଲମ୍ବି ଆସିଲେ
ସେ ବ୍ୟକ୍ତିଗତ ଭାବେ ବିନା ପ୍ରୋଟୋକଲ ରେ ଲୋକଙ୍କ ଦୁଃଖ ଶୁଣିବାକୁ ଲାଗିଲେ
ଏହାହିଁ ତାଙ୍କ ଲୋକ ପ୍ରିୟତାର ନିଚ୍ଛକ ବୋଲି କୁହା କୁହି ହେଲେ
ସେହି ସାଧାରଣ ଲୋକମାନେ ତାଙ୍କୁ ପାଖରେ ପାଇ ଭାବ ବିହ୍ଵଳ ହୋଇଗଲେ...