IOCL ର ସୂଚନା - ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ତେଲ ରହିଛି...

May 16, 2026 - 20:36
 3
IOCL ର ସୂଚନା - ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ତେଲ ରହିଛି...

ଆଦୌ ବିଚଳିତ ନ ହୋଇ ଆବଶ୍ୟକ ପରିମାଣରେ ତେଲ ବ୍ୟବହାର କରନ୍ତୁ 

ରାଜ୍ୟରେ ପର୍ଯ୍ୟାପ୍ତ ପେଟ୍ରୋଲ, ଡିଜେଲ ଗଚ୍ଛିତ ରହିଛି

ପ୍ରେସମିଟ୍‌ରେ ସୂଚନା ଦେଲେ IOCL ସିଜିଏମ୍‌ କମଲ ସିଲ୍

ପର୍ଯ୍ୟାପ୍ତ ତେଲ ଅଛି, ଚିନ୍ତା କରିବାର ଆବଶ୍ୟକତା ନାହିଁ

ଯେତିକି ଆବଶ୍ୟକ ସେତିକି କିଣନ୍ତୁ, ଅଯଥା ଅଧିକ କିଣନ୍ତୁ ନାହିଁ

ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ସପ୍ଲାଏ ରିଲିଜ କରିଛୁ

ଗୋଟିଏ ଟାଙ୍କି ପାଖରେ ୨ରୁ ୩ ଦିନର ତେଲ ରହିଥାଏ

କିନ୍ତୁ ଅଚାନକ ୩୦ରୁ ୪୦% ବିକ୍ରି ବଢ଼ିଗଲେ ଡ୍ରାଏ ଆଉଟ୍ ସମସ୍ୟା ଉପୁଜେ

ଦେଶରେ ୨ରୁ ୩ ଦିନ ଭିତରେ ପେଟ୍ରୋଲ ବିକ୍ରି ୩୭ ପ୍ରତିଶତ ବଢ଼ିଛି 

ଏଭଳି ଅଯଥା ଅଧିକ ତେଲ କିଣି ଚାପ ପକାନ୍ତୁ ନାହିଁ

ତେଲ କିଣାରେ ଗ୍ରାହକଙ୍କ ପାଇଁ କୌଣସି କଟକଣା ନାହିଁ

ଅଧିକ ଭିଡ଼ ହେଲେ ଟାଇମ୍ ମ୍ୟାନେଜମେଣ୍ଟ ପାଇଁ ପମ୍ପ ମାଲିକ ମାନେ ଟାଙ୍କି ଖୋଲିବା ନେଇ କିଛି ବ୍ୟବସ୍ଥା କରୁ ଥାଇ ପାରନ୍ତି