ମିଥ୍ୟା ତଥା ବିଭ୍ରାଂତିକାର ଵିଜ୍ଞାପନ ପାଇଁ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକାରଣ ଦେଲେ କଡା ଚେତାବନୀ
ମେଦବହୁଳତାରୁ ମୁକ୍ତି ପାଇବା ସହିତ ଶରୀରକୁ ପତଳା କରିବା ସମ୍ପର୍କରେ ବିଭ୍ରାନ୍ତିକର ବିଜ୍ଞାପନ ପ୍ରସାରଣ ଲାଗି ଭିଏଲସିସି ଲିମିଟେଡ୍କୁ ୩ ଲକ୍ଷ ଟଙ୍କାର ଜୋରିମାନା ଦଣ୍ଡ ଦେଇଛି କେନ୍ଦ୍ରୀୟ ଉପଭୋକ୍ତା ପ୍ରାଧୂକରଣ (ସିସିପିଏ) । ୟୁଏସ-ଏଫଡିଏ ମାନ୍ୟତାପ୍ରାପ୍ତ କୁଲ୍ ସ୍କଲ୍ସଟିଂ ପଦ୍ଧତି/ଯନ୍ତ୍ରାଂଶ ବ୍ୟବହାର କରି ମେଦବହୁଳତା ହ୍ରାସ କରିବା ଲାଗି ଭିଏଲସିସି ବିଭ୍ରାନ୍ତିକର ବିଜ୍ଞାପନ ପ୍ରସାରଣ କରିଥିଲା। ଏଥୂପୂର୍ବରୁ ସିସିପିଏ କାୟା ଲିମିଟେଡ ଉପରେ ମଧ୍ଯ ସମାନ ପ୍ରକାରର ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ୩ ଲକ୍ଷ ଟଙ୍କାର ଜୋରିମାନା ଲଗାଇଥିଲା ।
ଶରୀରକୁ ପତଳା କରିବା ଏବଂ ସୌନ୍ଦର୍ଯ୍ୟ କ୍ଷେତ୍ରରେ ବିଜ୍ଞାପନଗୁଡ଼ିକର ତଦାରଖ ଏବଂ ଏ ସମ୍ପର୍କରେ ଆସିଥିବା ଅଭିଯୋଗ ଅନୁଧ୍ୟାନ କରିବା ସମୟରେ ଭିଏଲସିସି ଲିମିଟେଡ ମାମଳ ମଲା ସିସିପିଏର ଦୃଷ୍ଟିକୁ ଆସିଥିଲା। ପରୀକ୍ଷା କରିବା ପରେ ଜଣାପଡିଲା ଯେ ଭିଏଲ ଗୋଟିଏ ଅଧୂବେଶନରେ ଅବିଶ୍ବସନୀୟ ଓଜନ ହ୍ରାସର ଅତିରଞ୍ଜିତ ଦାବି କରୁଥ୍ କରୁଥିଲା। ଏହା କୁଲସ୍କଲ୍ସଟିଂ ମେସିନକୁ ଦିଆଯାଇଥିବା ପ୍ରକୃତ ଅନୁମୋଦନଠାରୁ ବହୁତ ଅଧୂକ ଥିଲା । ଗ୍ରାହକମାନେ ଏ ଏହାଦ୍ବାରା ଭ୍ରମରେ ପଡ଼ୁଥିଲେ। ଭିଏଲସିସି ସିସିର ବିଜ୍ଞାପନଗୁଡ଼ିକ କୁଲସ୍କଲ୍ସଟିଂ ଏବଂ ତତ୍ ସମ୍ବନ୍ଧିତ ସମ୍ବନ୍ଧିତ ପ୍ରକ୍ରିୟାଗୁଡ଼ିକୁ ସ୍ଥାୟୀ ଓ ଓଜନ ହ୍ରାସ ଏବଂ ଆକାର ହ୍ରା ହ୍ରାସ ସମାଧାନ ରୂପେ ପ୍ରଦର୍ଶିତ କରୁଥ୍ ରୁଥୂଲା । ଟଡର ଏଲସିସି
ଏପରି ବିଜ୍ଞାପନ ଜ୍ଞାପନ ଗ୍ରାହକମାନଙ୍କୁ ଏକ ଭୁଲ ଧାରଣା ଦେଇଥୁଲା ଯେ କୁଲ୍ ସ୍ଵଳ୍ପଟିଂ ସ୍ଥାୟୀ ଏବଂ ଉଲ୍ଲେଖନୀୟ ଓଜନ ହ୍ରାସର ଗ୍ୟା ପ୍ୟାରେଣ୍ଟି ଦିଏ। ବାସ୍ତବରେ, ଏହି ପ୍ରକ୍ରିୟା କେବଳ ଶରୀରର ନିର୍ଦ୍ଦିଷ୍ଟ ଅଞ୍ଚଳରେ ସ୍ଥାନୀୟ ଚର୍ବି ହ୍ରାସ ପାଇଁ ଉଦ୍ଦିଷ୍ଟ। ଏହା କେବଳ ୩୦ କିମ୍ବା ତା'ଠାରୁ କମ୍ ବଡି ମାସ ଇଣ୍ଡେକ୍ସ (ବି (ବିଏମଆଇ) ଥିବା ବ୍ୟକ୍ତିମାନଙ୍କ ପାଇଁ ଅନୁମୋଦିତ ତ। ଏଭଳି ତଥ୍ୟଗୁଡ଼ିକ ଉପଭୋକ୍ତାଙ୍କୁ ଲୁଚାଇ ଭିଏଲସିସି ଉପଭୋକ୍ତା ସୁରକ୍ଷା ଆଇନ ୨୦୧୯ର ର ଉଲଂଘନ କରିଛି। ତେଣୁ ୩ ଲକ୍ଷ ଟଙ୍କାର ଜେ ଜୋରିମାନା ସହିତ ଭବିଷ୍ୟତରେ ଏପରି ବିଭ୍ରାନ୍ତିକରଣ ବିଜ୍ଞାପନ ପ୍ରସାରଣ ନକ ନକରିବାକୁ ସିସିପିଏ ଏହି ସଂସ୍ଥାକୁ ନିର୍ଦ୍ଦେଶ ଦେଇଛି ।
ଉପଭୋକ୍ତା ସୁରକ୍ଷା ଆଇନର କଡ଼ାକଡ଼ି ପାଳନ କରିବାକୁ ସିସିପିଏ ଭାରତରେ କୁଲସ୍କଲ୍ସଟିଂ ମେସିନ୍ ବ୍ଯବ ବ୍ୟବହାର କରୁଥିବା ସମସ୍ତ ସୌନ୍ଦର୍ଯ୍ୟ କ୍ଲିନିକ୍, ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଏବଂ ସେବା ପ୍ରଦା ଦାନକାରୀଙ୍କୁ ସତର୍କ କରାଇ ଦେଇଛି । ଯେକୌଣସି ଉଲଂଘନ କଲେ ଆଇନ ଅନୁଯାଽ କଠୋଗ ଠାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିରେ ଜୋରିମାନା, ଭ୍ରାମକ ବିଜ୍ଞାପନ ବନ୍ଦ କରିବା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ସାମିଲ ରହିଛି ।