IPS_ସ୍ତରରେ_ଅଦଳବଦଳ

Aug 21, 2025 - 22:03
 44
IPS_ସ୍ତରରେ_ଅଦଳବଦଳ

-IPS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

-୧୭ ବରିଷ୍ଠ IPS ଅଫିସରଙ୍କୁ ବଦଳି କଲେ ସରକାର

-ସନ୍ତୋଷ ବାର୍ଲାଙ୍କୁ SFSL ନିର୍ଦ୍ଦେଶକ ଦାୟିତ୍ବ

-ଏସ୍‌ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଙ୍ଗ ଦାୟିତ୍ବ

-ଗଜଭିଏ ସତୀଶ କୁମାର ହେଲେ ସ୍ପେଶାଲ ଆର୍ମଡ୍‌ ପୋଲିସ IG

-ସଞ୍ଜୟ କୁମାର କୌଶଲ EOW ଆଇଜି

-ପ୍ରତୀକ ସିଂ ହେଲେ ପୁରୀ ଏସ୍‌ପି

-ପ୍ରତ୍ୟୁଷ ଦିବାକର- ବାଲେଶ୍ବର ଏସ୍‌ପି

-ବୀନିତ ଅଗ୍ରୱାଲ- କଟକ ଗ୍ରାମାଞ୍ଚଳ ଏସ୍‌ପି

-ରାଜ ପ୍ରସାଦ- ସ୍ପେଶାଲ ବ୍ରାଞ୍ଚ୍‌ ଏସ୍‌ପି

-ଜି ରେଡ୍ଡୀ ରାଘବେନ୍ଦ୍ର- ଝାରସୁଗୁଡ଼ା ଏସ୍‌ପି

-ଅଙ୍କିତ କୁମାର ବର୍ମା- ଜଗତସିଂହପୁର ଏସ୍‌ପି

-ଅମ୍ରିତପାଲ ସିଂ- ନୂଆପଡ଼ା ଏସ୍‌ପି

-ଅମ୍ରିତପାଲ କୌର- ସୁନ୍ଦରଗଡ଼ ଏସ୍‌ପି

-ଭବାନୀ ଶଙ୍କର ଉଦ୍‌ଗାତା- ରେଲୱେ, କଟକ ଏସ୍‌ପି