L K ଆଡ଼ଭାନୀ ଏବେ ଅସୁସ୍ଥ ଥାଇ ଦିଲୀର ଆପୋଲୋ ହସ୍ପିଟାଲ ରେ...
ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଏଲ. କେ. ଆଡଭାନୀ (୯୮) ଛାତିରେ ସଂକ୍ରମଣ ଯୋଗୁଁ ଶୁକ୍ରବାର ସନ୍ଧ୍ୟାରେ ନୂଆଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ଈଶ୍ୱର ତାଙ୍କୁ ଶୀଘ୍ର ସୁସ୍ଥ କରିଦିଅନ୍ତୁ |
ଜୟ ଜଗନ୍ନାଥ